Suprime Court ଆରମ୍ଭ କଲା ନୂଆ ନିୟମ ଝିଅ ଯୌତୁକ ଆଣିଲେ ମିଳିବ ଏହି ଦଣ୍ଡ ଜାଣନ୍ତୁ କଣ

ଯୌତୁକ ପାଇଁ ସୁପ୍ରମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି।ଘର କରିବା ପାଇଁ ଟଙ୍କା ମାଗିବା ଅପରାଧ ବୋଲି କୁହାଯିବ।ବର୍ତ୍ତମାନ ସମୟରେ ଯୌତୁକ ବ୍ୟାକ୍ ଅପ୍ ହେବା ଉଚିତ୍। ଏଥିପାଇଁ କନ୍ୟା ଘରୁ ଆସିଥିବା ସମସ୍ତ ଜିନିଷ ତଥା ଦାବି କରାଯାଉଥିବା ଜିନିଷ କୁ ଯୌତୁକ ଭାବରେ ପରିଗଣିତ କରାଯିବ।ଜମି ,ବାଡ଼ି ସମ୍ପତି, ସୁନା, ରୂପା,ଘର ନିର୍ମାଣ ପାଇଁ ଟଙ୍କା ଦାବି ସବୁକିଛି ଯୌତୁକ ଜନିତ ଅପରାଧ ବୋଲି କୁହାଯିବ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସ ଏନ୍ ଭୂପାନ୍ … Read more