Bibekananda କହିଯାଇଛନ୍ତି ମଣିଷ ଜୀବନର ଏହି ୩ ଟି Golden ରୁଲ ଏହାକୁ ମାନିଲେ ଜୀବନରେ କୌଣସି ଅସୁବିଧା ହେବନାହିଁ
ବିଶ୍ଵ ବିଜୟୀ ବିବେକା ନନ୍ଦ ହେଉଛନ୍ତି ସମଗ୍ର ଭାରତ ପାଇଁ ଜଣେ ଆଦର୍ଶ । ତାଙ୍କ ଚଳିତ ଅନୁଗାମୀ ରେ ସମସ୍ତଙ୍କର ମଙ୍ଗଳ ହୋଇଛି । ତାଙ୍କ ଦ୍ବାରା କୁହାଯାଇଥିବା ପ୍ରତ୍ୟକ ଟି କଥା ମାନବ ସମାଜ ପାଇଁ ହିତ ସାଧିତ ଅଟେ । ଜାଣନ୍ତୁ ତାଙ୍କ ଦ୍ଵାରା କୁହାଯାଇଥିବା ତିନୋଟି ଗୋଲ୍ଡେନ ରୁଲ୍ – ୧- ଜୀବନରେ ଯିଏ ଆପଣଙ୍କୁ ସାହାର୍ଯ୍ୟ କରିଥାଏ ତାକୁ କଦାପି ଭୁଲିବା ଉଚିତ୍ ନୁହେଁ । ମଣିଷ ଯେତେ ପ୍ରକାର … Read more