Special Report

Bibekananda କହିଯାଇଛନ୍ତି ମଣିଷ ଜୀବନର ଏହି ୩ ଟି Golden ରୁଲ ଏହାକୁ ମାନିଲେ ଜୀବନରେ କୌଣସି ଅସୁବିଧା ହେବନାହିଁ

ବିଶ୍ଵ ବିଜୟୀ ବିବେକା ନନ୍ଦ ହେଉଛନ୍ତି ସମଗ୍ର ଭାରତ ପାଇଁ ଜଣେ ଆଦର୍ଶ । ତାଙ୍କ ଚଳିତ ଅନୁଗାମୀ ରେ ସମସ୍ତଙ୍କର ମଙ୍ଗଳ ହୋଇଛି । ତାଙ୍କ ଦ୍ବାରା କୁହାଯାଇଥିବା ପ୍ରତ୍ୟକ ଟି କଥା ମାନବ ସମାଜ ପାଇଁ ହିତ ସାଧିତ ଅଟେ । ଜାଣନ୍ତୁ ତାଙ୍କ ଦ୍ଵାରା କୁହାଯାଇଥିବା ତିନୋଟି ଗୋଲ୍ଡେନ ରୁଲ୍ –

୧- ଜୀବନରେ ଯିଏ ଆପଣଙ୍କୁ ସାହାର୍ଯ୍ୟ କରିଥାଏ ତାକୁ କଦାପି ଭୁଲିବା ଉଚିତ୍ ନୁହେଁ । ମଣିଷ ଯେତେ ପ୍ରକାର କଷ୍ଟ ପାଉ ନା କାହିଁକି ମାତ୍ର ବିପଦ ସମୟରେ ଯିଏ ସାହାର୍ଯ୍ୟ କରିଥାଏ ତାକୁ ଭୁଲିଯିବା ଯାହା ଭଗବାନ ଙ୍କୁ ଭୁଲିଯିବା ସହ ସମାନ

 

୨- ସମୟ ସମୟରେ ଅନ୍ୟକୁ ମଣିଷ ଜୀବନରେ ସାହାର୍ଯ୍ୟ କରିବା ଆବଶ୍ୟକ ଅଟେ । ଆଜି ଆମେ ସାହାର୍ଯ୍ୟ କରିଥିଲେ କାଲି ନିଶ୍ଚିନ୍ତ ଆମେ ମଧ୍ୟ ସାହାର୍ଯ୍ୟ ପାଇବା । ସାହାର୍ଯ୍ୟ ପ୍ରତ୍ୟେକ ଧନୀ ଗରିବ ସମସ୍ତଙ୍କୁ ଆବଶ୍ୟକ ହୋଇଥାଏ ।

 

୩- ମଣିଷ ଜୀବନରେ ସମସ୍ତଙ୍କୁ ବିଶ୍ୱାସ କରିବା ଆଗରୁ ଚିନ୍ତା କରିବା ଆବଶ୍ୟକ ଏବଂ ନିଜ ସ୍ବାର୍ଥ ପାଇଁ କାହା ସହ ସମ୍ପର୍କ ସ୍ଥାପନ କରିବା ମହାପାପ ହୋଇଥାଏ ।

ଏହି ତିନୋଟି ବିବେକାନନ୍ଦ ଙ୍କ ସୁନାର ନିୟମ ଜୀବନରେ ମାନି ଚାଲିଲେ ସବୁ ଦୁଃଖ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *