ଇତିହାସ ରେ ପ୍ରଥମ – ମହିଳା ଗଦା ହୋଇ ଭାଙ୍ଗିଲେ Sumit ଙ୍କ ଗେଟ ଏତେ ମାତ୍ରାରେ ନାରୀ ଙ୍କ support ପାଇଲେ Tapawini ଦେଖନ୍ତୁ ସେହି ବେଳର ଦୃଶ୍ୟ
ବହୁତ୍ ଚର୍ଚ୍ଚିତ ସୁମିତ ତପସ୍ଵିନୀ ମାମଲାରେ ବର୍ତ୍ତମାନ୍ ମିଳିଛି ଆଶ୍ୱସ୍ତି । ସୁମିତ ତପସ୍ୱିନୀ ଙ୍କ ସହ ରହିବାକୁ ଚାହୁଁ ନଥିବା ବେଳେ ସ୍ପଷ୍ଟ କରିଥିଲେ । କିନ୍ତୁ ତପସ୍ୱିନୀ ହାର ମାନିନଥିଲେ ନିଜ ହକ ପାଇବା ପାଇଁ ଲଢେଇ ଜାରି ରଖିଥିଲେ । ତପସ୍ଵିନୀ ସବୁ ଝଡ ଶୀତ, କାକର , ସହି ଅପେକ୍ଷା କରି ରହିଥିଲେ ସ୍ଵାମୀ ଙ୍କ ଆପଣେଇ ନେବା ପାଇଁ । କିନ୍ତୁ ସ୍ଵାମୀ ବର୍ତ୍ତମାନ୍ କେଉଁଠି ଲୁଚି ଅଛନ୍ତି ତାହା … Read more