ରାଜ୍ୟ ଖବର

ଇତିହାସ ରେ ପ୍ରଥମ – ମହିଳା ଗଦା ହୋଇ ଭାଙ୍ଗିଲେ Sumit ଙ୍କ ଗେଟ ଏତେ ମାତ୍ରାରେ ନାରୀ ଙ୍କ support ପାଇଲେ Tapawini ଦେଖନ୍ତୁ ସେହି ବେଳର ଦୃଶ୍ୟ

ବହୁତ୍ ଚର୍ଚ୍ଚିତ ସୁମିତ ତପସ୍ଵିନୀ ମାମଲାରେ ବର୍ତ୍ତମାନ୍ ମିଳିଛି ଆଶ୍ୱସ୍ତି । ସୁମିତ ତପସ୍ୱିନୀ ଙ୍କ ସହ ରହିବାକୁ ଚାହୁଁ ନଥିବା ବେଳେ ସ୍ପଷ୍ଟ କରିଥିଲେ ।

କିନ୍ତୁ ତପସ୍ୱିନୀ ହାର ମାନିନଥିଲେ ନିଜ ହକ ପାଇବା ପାଇଁ ଲଢେଇ ଜାରି ରଖିଥିଲେ । ତପସ୍ଵିନୀ ସବୁ ଝଡ ଶୀତ, କାକର , ସହି ଅପେକ୍ଷା କରି ରହିଥିଲେ ସ୍ଵାମୀ ଙ୍କ ଆପଣେଇ ନେବା ପାଇଁ ।

କିନ୍ତୁ ସ୍ଵାମୀ ବର୍ତ୍ତମାନ୍ କେଉଁଠି ଲୁଚି ଅଛନ୍ତି ତାହା କେହି ଜାଣି ନାହାଁନ୍ତି । ସେଥିପାଇଁ ଶହ ଶହ ମହିଳା ଆଗେଇ ଆସିଲେ ତପସ୍ୱିନୀ ଭଉଣୀ ଙ୍କୁ ନ୍ୟାୟ ଦେବାପାଇଁ ।

ଭାଙ୍ଗି ତାଙ୍କୁ ତାଙ୍କ ରହିବା ସ୍ଥାନରେ ଏକାଠି କରି ନେଇ ଥଇଥାନ କଲେ । ନାରୀ ଶକ୍ତି କାଲି ତାଙ୍କ ପାଇଁ ଦେଇଥିଲା ରଣ ହୁଙ୍କାର । ଏହି ରଣ ହୁଙ୍କାର ଡାକ୍ତର ସୁମିତ ଙ୍କ ପ୍ରତି ଖୋଲା ଖୋଲି ଚେତାବନୀ ଅଟେ ।

ଯଦି ସେ ତପସ୍ୱିନୀ ଙ୍କୁ ବହିସ୍କାର କରନ୍ତି ତେବେ ନାରୀ ଶକ୍ତି ତାଙ୍କର ହକ କୁ ଦେବାପାଇଁ ସମ୍ପୂର୍ଣ ରୂପେ ଚେଷ୍ଟା ଜାରି ରଖିବ ବୋଲି କହିଛନ୍ତି ।

ନାରୀ ଖେଳ ଘର ନୁହେଁ ଯେ ଯେତେବେଳେ ଇଛା ବାହା ହେଇଯିବ ଯେତେବେଳେ ଇଛା ଛାଡି ଚାଲିଯିବ । ଏହି ସବୁ ଚିନ୍ତା କରି ନାରୀ ଶକ୍ତି କାଲି ସଂଧ୍ୟାରେ ଦେଇଥିଲେ ରଣ ହୁଙ୍କାର ଏବଂ ଗେଟ ଭାଙ୍ଗି ତପସ୍ୱିନୀ ଙ୍କୁ ଭିତରକୁ ନେଇଥିଲେ ।

Leave a Reply

Your email address will not be published. Required fields are marked *