True love Defination – ସ୍ବାମୀ ପ୍ରମାଣ କରିଦେଲେ ପ୍ରକୃତ ପ୍ରେମ କାହାକୁ କୁହନ୍ତି ଦେଖନ୍ତୁ ଏହି ଭିଡିଓ
ଝୁଲଣରେ ଝୁଲୁଚନ୍ତି ସ୍ବାମୀ ଓ ସ୍ତ୍ରୀ ଦୁହେଁ।ମହିଳା ଜଣଙ୍କୁ ଦେଖିଲେ ଆପଣମାନଙ୍କୁ ଲାଗିବ ଯେ ସତକୁ ସତ ଦୁହେଁ ସ୍ବାମୀ ଓ ସ୍ତ୍ରୀ ଝୁଲଣରେ ବସି ଝୁଲୁଛନ୍ତି।କିନ୍ତୁ ସେ ମହିଳା ଜଣଙ୍କ ମରିସାରିଛନ୍ତି। ମହିଳାଙ୍କ ଆକୃତିର ଏକ ପ୍ରତିମୂର୍ତ୍ତି।ସ୍ତ୍ରୀଙ୍କୁ ମନେ ପକାଇ ତାଙ୍କ ସ୍ମୃତିରେ ସ୍ବାମୀ ପ୍ରତିମୂର୍ତ୍ତି ତିଆରି କରିଥିଲେ। ସେ ମହିଳାଙ୍କ ପ୍ରତିମୂର୍ତ୍ତି ରଖି ଘରର ସପରିବାର ଏକାଠି ହୋଇ ଟିଭି ଦେଖୁଛନ୍ତି।କିନ୍ତୁ ସେ ମହିଳାଙ୍କୁ ଦେଖିଲେ ଲାଗିବ ଯେ ସେ ନିଜେ ମଧ୍ୟ ବସି … Read more