Bachpan ka pyar – Sahadev ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର ସମସ୍ତଙ୍କ ମନରେ ଶୋକର ଛାୟା

ବଚପନ କା ପ୍ୟାର ଗୀତ ଗାଇ ରାତା ରାତି ଫେମସ ହୋଇଥିଲେ ସହଦେବ । ଖୁବ୍ କମ୍ ବୟସରୁ ଏମିତି ସଫଳତା ପାଇବା କୌଣସି ସହଜ କଥା ନୁହେଁ । ସେ ସଫଳତା ସହଦେବ ପାଇଥିଲେ । ସାରା ଭାରତ ବର୍ଷ ରେ ତାଙ୍କର ହିଁ ଗୀତ ତାଙ୍କର ହିଁ ରିଲ ଚାଲିଥିଲା ଏମିତି କି ଭାରତ ବାହାରେ ମଧ୍ୟ ସେ ଲୋକପ୍ରିୟ ହୋଇପାରିଥିଲେ । ବର୍ତ୍ତମାନ ତାଙ୍କୁ ନେଇ ଆସିଚି ଏକ ଦୁଃଖ ଖବର । … Read more