ରାଜ୍ୟ ଖବର

Bachpan ka pyar – Sahadev ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର ସମସ୍ତଙ୍କ ମନରେ ଶୋକର ଛାୟା

ବଚପନ କା ପ୍ୟାର ଗୀତ ଗାଇ ରାତା ରାତି ଫେମସ ହୋଇଥିଲେ ସହଦେବ । ଖୁବ୍ କମ୍ ବୟସରୁ ଏମିତି ସଫଳତା ପାଇବା କୌଣସି ସହଜ କଥା ନୁହେଁ ।

ସେ ସଫଳତା ସହଦେବ ପାଇଥିଲେ । ସାରା ଭାରତ ବର୍ଷ ରେ ତାଙ୍କର ହିଁ ଗୀତ ତାଙ୍କର ହିଁ ରିଲ ଚାଲିଥିଲା ଏମିତି କି ଭାରତ ବାହାରେ ମଧ୍ୟ ସେ ଲୋକପ୍ରିୟ ହୋଇପାରିଥିଲେ । ବର୍ତ୍ତମାନ ତାଙ୍କୁ ନେଇ ଆସିଚି ଏକ ଦୁଃଖ ଖବର ।

ସହଦେବ କାର୍ଯ୍ୟରେ ବାଇକ୍ ରେ ଯାଉଥିବା ବେଳେ ଗୁରୁତର ଦୁ-ର୍ଘଟଣାରେ ସମୁଖୀନ ହୋଇଛନ୍ତି । ତାଙ୍କୁ ଆଉ ଡେରି ନ କରି ଶୀଘ୍ର ମେଡିକାଲ ରେ ଭର୍ତି କରାଯାଇଛି । ଏହି ଦୁ-ର୍ଘଟଣା ରେ ସେ ଗୁରୁତର ଅବସ୍ଥାରେ ଭର୍ତି ହୋଇଛନ୍ତି ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ସେ ବହୁତ୍ କଷ୍ଟ ପାଉଛନ୍ତି ।

 

ଯାହା ଭିଡ଼ିଓରେ ଆସିଚି ଏହା କୌଣସି ଭୁଲ ଭିଡିଓ ନୁହେଁ ଏହା ବାସ୍ତବରେ ସହଦେବ ଙ୍କ ଭିଡିଓ । ଗୁରୁତର ଅବସ୍ଥାରେ ସେ ଛଟପଟ ହେଉଥିବା ବେଳେ ସମସ୍ତେ ତାଙ୍କ ଆରୋଗ୍ୟ କରିବା ପାଇଁ ପାର୍ଥନା କରୁଛନ୍ତି । ଆପଣଙ୍କ ମନରେ ଦୟା ଥିଲେ ନିଶ୍ଚିନ୍ତ କାମେଣ୍ଟ ରେ ଲେଖନ୍ତୁ ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *