ସୁଭାଶିଷ ଷଡ଼ଙ୍ଗୀ ପୁଣି ଖୋଲିଲେ ମୁଁହଁ ଏଥର ସବୁ ଖେଳ ହେବ ପର୍ଦାଫାଶ ଖିଅ ଧରିଲା Crimebranch

ସୁଭାଶିଷ ଷଡ଼ଙ୍ଗୀ ଙ୍କ କହିବା ଅନୁଯାଇ ଝିଅ ମରିଗଲା ବୋଲି କ’ଣ ବାପା ମା ସେ ନିକୁସ୍ଛ ହେଇଗଲେ l ତାଙ୍କ କଥା କଣ କେହି ସୁଣିବେନି କୋଟି କୋଟି ଟଙ୍କା ଲଗେଇ ମାମଲା କୁ ଓଲଟାଇ କୁହାଯାଇଛି l ଏ କେଶ୍ ରେ ଯାହା ତଦନ୍ତ ହେଉଛି ଠିକ ହେଇଛି । ଯାହାର ଜିନିଷ ଚୋରି ହୋଇଛି, ସେ ହିଁ ଜାଣିଛି ଠିକ ହେଇଛି କି ଭୁଲ ହେଇଛି। ପ୍ରଧାନମନ୍ତ୍ରୀ କହିଥିଲେ – “ଜିତା ଜାଗତା … Read more

ପ୍ରେମିକର ବାରମ୍ବାର ବ୍ଲାକମେଲିଙ୍ଗ ପାଇଁ ଜୀବନ ହାରିଲେ ଏହି ମେଧାବୀ ଛାତ୍ରୀ

ପାପା ଆଇ ଆମ ସରି।ମୁଁ ଆଉ ପାରୁନି।ମୋ ମରିବା ପାଇଁ ସିପୁନ ଦାୟୀ।ସେ ମୋତେ ବ୍ଲାକ ମେଲ୍ କରୁଛି।ଭାଇ,ବାପା,ମାଙ୍କୁ ମାରିଦେବାକୁ କହୁଛି। ସେ ମୋତେ ଶାନ୍ତି ରେ ରଖେଇ ଦେବନି।ତାକୁ କଠୋର ରୁ କଠୋର ଦଣ୍ଡ ଦେବ। ମରିବା ପୂର୍ବରୁ ଏଭଳି କିଛି ଲେଖି ଜଣେ ମେଧାବୀ ଛାତ୍ରୀ ବେକରେ ରସି ଲଗେଇ ଆ-ତ୍ମ-ହ-ତ୍ୟା କରିଥିଲେ ।କଟକ ସାଲେପୁର ନିକଟ ବାରିଓଳ ସୁନାଖଣ୍ଡିର ଫାର୍ମାସୀ ଛାତ୍ରି ସ୍ଵୟଂ ପ୍ରଭା ବେହେରା। ଚଳିତ ବର୍ଷ ବିିଫାର୍ମ ପରୀକ୍ଷାରେ ସାଲେପୁର … Read more