ରାଗି ବର୍ଜନ କଲେ Tapaswini ପାଟିରୁ ବାହାରିଗଲା Iic ଙ୍କ ନାଁ ରେ ଏମିତି କଥା ଦେଖନ୍ତୁ Video

ତପସ୍ଵିନୀ ଏବଂ ସୁମିତ ଙ୍କୁ କୋର୍ଟ ଗୋଟିଏ ଘରେ ସାତ ଦିନ କାଟିବା ପାଇଁ ନିଷ୍ପତି ନେଇଥିଲେ । ମାତ୍ର ୭ ଦିନ ପୁରିବା ଆଗରୁ ଛୁ ମାରିଥିଲେ ସୁମିତ ।

ଏବଂ ବର୍ତ୍ତମାନ୍ ସୁଦ୍ଧା ମଧ୍ୟ ତପସ୍ଵିନୀ ଙ୍କ ସହ କୌଣସି ଯୋଗାଯୋଗ ରେ ନାହାନ୍ତି ବୋଲି ଜଣାପଡିଛି । ତପସ୍ଵିନୀ ଗେଷ୍ଟ ହାଉସ୍ ରେ ରହୁଥିବା ବେଳେ ତାଙ୍କୁ ଗେଷ୍ଟ ହାଉସ୍ ର ଭଡ଼ା ମଗାଯାଇଥିଲା ।

ମାତ୍ର ଯେ ପର୍ଯ୍ୟନ୍ତ ତପସ୍ୱିନୀ ଙ୍କ ସ୍ଵାମୀ ଆସିନାହାନ୍ତି ସେ ପର୍ଯ୍ୟନ୍ତ ସେ ସେଠାରୁ ଯିବେନି କି ବିଲ ଦେବନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। ଗତକାଲି ତାଙ୍କୁ ଘର ଭଡ଼ା ମଗଜାଇ ଥିଲା ଏବଂ ଘର ଛାଡ଼ିବା ପାଇଁ କୁହା ଯାଇଥିଲା ମାତ୍ର ତପସ୍ୱିନୀ ତାଙ୍କୁ ସଫା ସଫା ମନା କରିଦେଇଥିଲେ ।

କର୍ମଚାରୀ ଜଣଙ୍କ କହିଥିଲେ ଆପଣ ଟଙ୍କା ଯଦି ନଦେବେ ତାହାଲେ ଆଇଆଇସି ଆପଣଙ୍କ ପାଇଁ ଟଙ୍କା ଦେବେ। ଏହା ଶୁଣି ତପସ୍ୱିନୀ ରାଗିଯାଇ କହିଥିଲେ ଯେ ଆଇଆଇସି କଣ ତାଙ୍କ ହଜବାଣ୍ଡ୍। ଏହି କଥା ଶୁଣି ସମସ୍ତେ ଆଶ୍ଚର୍ୟ୍ଯ ହୋଇଯାଇଥିଲେ ।

ବର୍ତ୍ତମାନ ପରିସ୍ଥିତି ରେ ତପସ୍ୱିନୀ ସୁମିତ ଙ୍କ ମଧ୍ୟରେ ଆପଣଙ୍କ ମତାମତ କଣ କମେନ୍ତ୍ ମାଧ୍ୟମରେ ଜଣାନ୍ତୁ ।

Leave a Comment