Alcohol truth ମଦ ପିଇଲେ କଣ ହୁଏ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ପୁଅ ମାନେ ନିଶ୍ଚିନ୍ତ ଦେଖନ୍ତୁ

କୌଣସି ବ୍ୟକ୍ତି ଯଦି ମଦ ପିଉଛନ୍ତି ତାଙ୍କ ପାଖରେ ବହୁତ ସାରା ବାହାନା ରହିଥାଏ।ପ୍ରଥମ ବାହାନା ହେଉଛି କେବେ କେବେ ମଦ ପିଅନ୍ତି।

।ଆଉ କିଛି ଲୋକ କୁହନ୍ତି ମୁଁ ବହୁତ ବର୍ଷ ହେଲାନି ମଦ ପିଉଛି।ଆଜି ଯାଏଁ ମୋର କିଛି ହୋଇନାହିଁ।ଆଉ କିଏ କୁହନ୍ତି ମୁଁ କେବଳ ଦୁଃଖରେ ଥିଲେ ମଦ ପିଏ।କେତେବେଳେ ଖୁସି ଥିଲେ ମଦ ପିଏ।ଏହିପରି କେତେ ବାହାନା କରିଥାନ୍ତି।

ମଦ ପିଇଲେ କଣ ଅସୁବିଧା ହୋଇଥାଏ ଜାଣନ୍ତୁ।ଯେତେବେଳେ ମଦ ପେଟ ଭିତରକୁ ଯାଇଥାଏ ସେତେବେଳେ ୨୦ ପ୍ରତିଶତ ଆଲ୍କହଲ୍ ଆପେ ଆପେ ଆବଜରବ୍ ହୋଇଯାଏ।

କିଏ ଖାଇନଥାନ୍ତି ଆବଜରବ୍ସନ୍ ବେଶି ହୋଇଥାଏ।ଯାହାଫଳରେ ଆଲ୍କହଲ୍ ଟି ରକ୍ତରେ ମିଶିଯାଏ।ତାପରେ ପୁରା ଦେହ ଭିତରେ ମିଳେଇ ହୋଇ ଲିଭର ରେ ପହଞ୍ଚିଯାଏ।ଏଥିପାଇଁ ଲିଭର୍ ଖରାପ୍ ମଧ୍ୟ ହୁଏ।

ଯେଉଁମାନେ ବେଶି ମଦ ପିଅନ୍ତି ସେମାନଙ୍କର ଜଲ୍ଦୀ ଲିଭର୍ ଖରାପ୍ ହୋଇଯାଇଥାଏ।ହାର୍ଟ ଟି ଶରୀର ପାଇଁ ରକ୍ତ ସର୍କୁଲେଟ୍ କରିଥାଏ।ଯେତେବେଳେ ନିଶ୍ବାସ ନେଉଛନ୍ତି ସେତେବେଳେ ଦୁର୍ଗନ୍ଧ ବାହାରିଥାଏ।

ତାପରେ ଯେତେବେଳେ ମୁଣ୍ଡକୁ ନିଶା ଚଢ଼ିଥାଏ ଆଉ ହୋଷ୍ ରେ ରୁହନ୍ତି ନାହିଁ। ଶରୀରରୁ ମଇଳା ପଦାର୍ଥ ବାହାରକରି କିଡନୀର କାମ ସଫା କରିଥାଏ।

ଯେତେବେଳେ ମଦ ପିଆଯାଏ ଶରୀରରେ ଥିବା ହରମୋନ ର ଲେଵଲ୍ କମିଯାଏ।ତେଣୁ ପରିସ୍ରା ବହୁତ ହୋଇଥାଏ। ମଦ ଦେହ ଖରାପ୍ କରିବା ସହିତ ସବୁ ଅଙ୍ଗ ଖରାପ୍ ମଧ୍ୟ କରିଥାଏ। ମଦ ପିଇଲେ କୋମାରେ ମଧ୍ୟ ପଡିବେ।ଯେଉଁମାନେ କୋମାରେ ପଡନ୍ତି ସେମାନେ ଠିକ ହୁଅନ୍ତି ନାହିଁ।ତେଣୁ ଏବେ ବି ସମୟ ଅଛି ମଦ ଠୁ ଦୂରେଇ ରୁହନ୍ତୁ।

Leave a Comment

Your email address will not be published. Required fields are marked *

Scroll to Top