Tapaswini-Sumit ମାମଲା ପୁଣି ଘଟଣା ରେ ନୂଆ ମୋଡ଼ କାନ୍ଦି କାନ୍ଦି ଭିଡିଓ ଜାରିକଲେ ତପସ୍ୱିନୀ

ଆଜିକୁ ୩ ଦିନ ହେଲାଣି ସୁମିତ ଏବେ ପର୍ଯ୍ୟନ୍ତ ଫେରିନାହାନ୍ତି। ତପସ୍ୱିନୀ ଙ୍କୁ କେହି ବି କିଛି କହିନାହାନ୍ତି। ସିଏ ଏବେ ଯେଉଁଠି ଅଛନ୍ତି ସେଠୁ ବାହାରି କରିଦେବେ ବୋଲି କହୁଛନ୍ତି

କିନ୍ତୁ ତପଶ୍ଵନୀ କହୁଛନ୍ତି ଯେହେତୁ ସୁମିତ ଙ୍କ ପାଖରେ ସେ ରହିବେ ହେଲେ ସିଏ ତ ଏବେ ନାହାନ୍ତି,ସେ କୋଉଠି ରହିବେ?ଯଦି ତାଙ୍କୁ ସେଠୁ ବାହାର କରିଦେବେ ତେବେ ସୁମିତ ଙ୍କୁ ଖୋଜିକି ଆଣନ୍ତୁ ଏବଂ ମତେ ତାଙ୍କ ସହିତ ପଠେଇଦିଅନ୍ତୁ।କିଛି ବ୍ୟବସ୍ଥା କରନ୍ତୁ।

ଯେତେବେଳେ ପୋଲିସଙ୍କୁ କହିଥିଲେ ତାଙ୍କୁ ଧରନ୍ତୁ ବୋଲି କିନ୍ତୁ ପୋଲିସ କହିଥିଲେ ସେ କଣ ମୁଦଲାଗି ତାଙ୍କୁ ଧରିକି ବସିବୁ।ସେ ପଳେଇଲେ ଆମେ କଣ କରିପାରିବୁ।

ତପଶ୍ୱନି ଙ୍କୁ ଏବେ କିଛି କାମ କରେଇ ଦେଉନାହାନ୍ତି।ସେ ଯାହା କହୁଛନ୍ତି କରିବା ପାଇଁ ତାଙ୍କୁ ଛାଡୁ ନାହାନ୍ତି।ଫୋନ୍ ରେ କଥା ହେଲା ବେଳେ ବି ଛାଡୁନାହନ୍ତି ପାଖାପାଖି ରହୁଛନ୍ତି।ମତେ ଯେମିତି ଜଗୁଛନ୍ତି।ମୋ ସ୍ବାମୀଙ୍କୁ କାଇଁ ଜଗିଲେନି।୩ ଦିନ ହେଲାଣି ପୋଲିସ କଣ ପାଇଁ ତାଙ୍କ ସନ୍ଧାନ କରୁନାହାନ୍ତି?

ତାଙ୍କର ଦାୟିତ୍ଵ ନେବା ପାଇଁ କୁହା ହୋଇଥିଲା କିନ୍ତୁ ତପଶ୍ଵନି କେମିତି ଅଛନ୍ତି,କଣ ଖାଇଲେ କିଛି ବି ବୁଝିନାହନ୍ତି।ଆଇଆଇସି ଙ୍କୁ କଲ୍ କରି କହିଥିଲେ ମୁଁ ବାଲିସିରା ଯିବି କାର ଦିଅନ୍ତୁ ପଇସା ତପଶ୍ଵନି ଦେବେ।

କିନ୍ତୁ କଲ୍ ଉଠେଇନଥିଲେ।କିଛି ଲୋକ ଅଛନ୍ତି ସେମାନଙ୍କୁ ଜଣା ପଡିଲା କି ତପଶ୍ଵନି ଡାଟା କଲେକ୍ଟ୍ କରିବାକୁ ଯିବେ ବୋଲି ହସ୍ପିଟାଲ କୁ କିନ୍ତୁ କତୃପକ୍ଷ ତାଲା ପକେଇ ଦେଇଥିଲେ ଗେଟ୍ ରେ ।ସେଥିପାଇଁ ତପଶ୍ଵନି ଯାଇପାରିଲେ ନାହିଁ।ତାଙ୍କ ପ୍ରତି ଅନ୍ୟାୟ ହେଉଛି ବୋଲି ତପଶ୍ଵନି କହୁଛନ୍ତି।

ଯିଏ ଭୁଲ୍ କରୁଛନ୍ତି ତାଙ୍କୁ କିଛି ଶାସ୍ତି ମିଳୁ ନାହିଁ।କିନ୍ତୁ ତପସ୍ୱିନୀ ଭୁଲ୍ କରୁନାହାନ୍ତି,ନ୍ୟାୟ ରେ ଅଛନ୍ତି ତାହେଲେ କାହିଁକି ହଇରାଣ କରାଯାଉଛି?

ନ୍ୟାୟ ପାଇଁ ଲଢ଼ୁଛନ୍ତି ଭୁଲ୍ କଣ କରୁଛନ୍ତି?ତାଙ୍କୁ କେହି ସାହାଯ୍ୟ ନ କରି ଓଲଟା କଣ ପାଇଁ ନିର୍ଯାତନା ଦେଉଛନ୍ତି ତପଶ୍ଵନି କହୁଛନ୍ତି।ପୋଲିସ ତଦାରଖ କଣ ପାଇଁ କରିନାହାନ୍ତି?
ଏସବୁ ଷଡ଼ଯନ୍ତ୍ର ଚାଲିଛି। ତପସ୍ୱିନୀ କହିଛନ୍ତି ମୁଁ ଏକଲା ଲଢ଼ୁଛି ଆଉ ଲଢ଼ିବି।

Leave a Comment