Tapswini-sumit ମାମଲାରେ ନୂଆ ମୋଡ ସାଙ୍ଘାତିକ ବୟାନ ରଖିଲେ ତପସ୍ୱିନୀ ଙ୍କ ଓକିଲ

ତପଶ୍ୱନି ଓ ସୂମିତ୍ ପାରିବାରିକ ବିବାଦ ମାମଲାରେ କେବେ ପଡିବ ପୂର୍ଣ୍ଣଚ୍ଛେଦ।ତିନି ଦିନ ହେଲାଣି ଫେରିନଥିବାରୁ ବିଚଳିତ ହୋଇପଡ଼ିଛନ୍ତି ତପସ୍ୱିନୀ।

ସ୍ବାମୀଙ୍କୁ ଖୋଜିବା ପାଇଁ ଥାନାରେ ଏତେଲା ଦେଇଛନ୍ତି।ପୋଲିସ ତାଙ୍କୁ ସହୋଯୋଗ କରିନଥିବାରୁ ଅଭିଯୋଗ ଦେଇଛନ୍ତି। ତପଶ୍ୱନି ଯୁଆଡେ ବି ଯାଉଛନ୍ତି ପୋଲିସ ତାଙ୍କ ପଛେ ପଛେ ଯାଉଛନ୍ତି।

ଏମିତି ପ୍ରୋଟେକ୍ସନ୍ ଯଦି ସୂମିତ୍ ଙ୍କ ପାଇଁ ଲାଗୁହୋଇଥାନ୍ତା ସିଏ ଆଜି ଏମିତି ଫେରାର ହେଇଯାଇ ନଥାନ୍ତେ।୨ ଦିନ ହେଲାଣି ରିପୋର୍ଟ ଦେଲେନି କିଛି ବି ତଦନ୍ତ କରୁନାହାନ୍ତି।

ଆଇଆଇସି କହିଛନ୍ତି କୋର୍ଟ ରୁ ଅର୍ଡର୍ ଆସିବ ,ସେତେବେଳେ ହିଁ କିଛି କରିବେ। ତପଶ୍ୱନି କେବେ ଭାବିନଥିଲେ କି ସୁମିତ ଏମିତି କରିବେ ବୋଲି।ସୁମିତ ଙ୍କ ଘର ଲୋକ ଓ ଓକିଲ ଙ୍କ ପରାମର୍ଶରେ ହିଁ ଏମିତି କରିଥିବେ।

ପୋଲିସ ପ୍ରୋଟେକ୍ସାନ୍ ବି ଢିଲା ରହିଛି।ସୁମିତ ଓକିଲଙ୍କ ଫୋନ ରୁ ତାଙ୍କ ବାପା ମା ଙ୍କ ପାଖକୁ କଲ୍ କରୁଥିବାର ତପସ୍ୱିନୀ ଶୁଣିଛନ୍ତି।

https://youtu.be/iMAmyZz_PY0

ସ୍ତ୍ରଲୋକମାନେ ଆଉ କେତେ ସହିବେ।ଯେତେବେଳେ ଇଚ୍ଛା ହେବ ବାହା ହେବେ।ଏବଂ ଯେତେବେଳେ ଇଚ୍ଛା ହେବ ଛାଡ଼ିଦେବେ।ଏଇଟା କଣ ସଂସାର? ତପଶ୍ୱନି ପଚାରିଥିଲେ ମତେ ଛାଡ଼ପତ୍ର ଦେବାକୁ ଚାହୁଁଛ?କିନ୍ତୁ ସୁମିତ କହିଥିଲେ ଏ ବିଷୟରେ କିଛି କହିବି ନାହିଁ।ମୁଣ୍ଡ ତଳକୁ ପୋତିକି ରହିଗଲେ।

Leave a Comment