ଜ୍ୟୋତିଷ ଶାସ୍ତ୍ର

New year ରୁ ଆରମ୍ଭ ହେଲା ମା ଲକ୍ଷ୍ମୀ ଙ୍କ କୃପାଦୃଷ୍ଟି କୋଟିପତି ହେବେ ଏହି ୪ ରାଶି Jyotisa Sastra

ଏହି ଚାରିଟି ରାଶିର ବ୍ୟକ୍ତି ମାନଙ୍କର ରୋଜଗାର ବୃଦ୍ଧି ହେବା ସହିତ କର୍ମକ୍ଷେତ୍ରରେ ଉନ୍ନତି ପାଇବେ।

ମିଥୁନ: ଟଙ୍କା ବଢିବାର ସମ୍ଭାବନା ରହିଛି ଏବଂ କାମରେ ମଧ୍ଯ କିଛିଟା ପରିବର୍ତ୍ତନ ରହିବ।ଯାହାବି କାର୍ଯ୍ୟ କରିଥିବେ ଖୁସି ହୋଇ ପ୍ରଶଂସା କରିବେ।ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ଜୀବନ ସୁଖ ଦାୟକ ରହିବ।ଯେଉଁମାନେ ଭଲ ପାଉଛନ୍ତୀ ତାହା ଜୀବନ ପରିସ୍ଥିତି ସପକ୍ଷରେ ରହିବ।

ତୁଳା:ଯେଉଁଠି କାମ କରୁଥିବେ ବସ୍ ଆପଣଙ୍କ ଉପରେ ଖୁସି ହେବେ।ଯଦି ଟଙ୍କା କାରବାର କରୁଛନ୍ତି ତେବେ ବର୍ତ୍ତମାନ ସମୟ ଟି ଅତ୍ୟନ୍ତ ଶୁଭ ରହିବ।ଚାକିରି କିମ୍ବା ବିଜନେସ୍ ଯେଉଁମାନେ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବର୍ତ୍ତମାନ ସମୟ ଟି ଶୁଭ ରହିବ।କାମ କରିବାରେ ସୁଫଳ ପାଇବେ।

ବିଛା: ଯେଉଁ କାମ କରିଥିବେ ସଫଳତା ପାଇବେ।ନୂଆ ଗାଡି କିମ୍ବା ଘର କିଣିବାକୁ ଚାହୁଥିଲେ ଦିନଟି ଅତ୍ୟନ୍ତ ଶୁଭ ରହୁଛି।ପରିବାରର ଲୋକମାନେ ଆପଣଙ୍କୁ କାମରେ ସାହାଯ୍ୟ କରିବେ।
ଯଦି କୌଣସି ନୂଆ କାମ ପ୍ରଥମ ଥର ପାଇଁ ଆରମ୍ଭ କରିବାକୁ ଯାଉଛନ୍ତି ତାହେଲେ ବର୍ତ୍ତମାନ ସମୟ ଟି ଅତ୍ୟନ୍ତ ଶୁଭ ଅଟେ| ବିଜନେସ କ୍ଷେତ୍ରରେ ଉନ୍ନତି କରିବେ।ଉଭୟ ସ୍ବାମୀ ଓ ସ୍ତ୍ରୀ ବର୍ତ୍ତମାନ ସମୟରେ ସୁଖରେ ଅତିବାହିତ କରିବେ। ଓ ସମ୍ପର୍କକୁ ଆଗକୁ ବଢେଇବେ।

ଧନୁ: ଚାକିରି କରୁଥିବା ବ୍ୟକ୍ତି ମାନେ କାର୍ଯ୍ୟରେ ବଢ଼ି ପାରନ୍ତି।ଯେଉଁଠିକୁ ଯିବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ହିଁ ଶୁଭ ରହୁଛି।ବିଜନେସ କରୁଥିବା ବ୍ୟକ୍ତି ମାନେ କାମରେ ଉନ୍ନତି କରିବେ।ପୂଜା ଅର୍ଚ୍ଚନା ରେ ମନ ଲଗେଇବେ। ଟଙ୍କା ର ବୃଦ୍ଧି ହେବ।ପରିବାରରେ ଖୁସି ରେ ରହିବେ।ଯେଉଁ କାର୍ଯ୍ୟ କରିବେ ଭାଗ୍ୟ ର ପୂର୍ଣ୍ଣ ସମର୍ଥନ ପାଇବେ।

Leave a Reply

Your email address will not be published. Required fields are marked *