ଜ୍ୟୋତିଷ ଶାସ୍ତ୍ର

ବଢ଼ି ପାଣି ରେ ଫସି ଯାଇଥିଲା କାର, ଭଗବାନ୍ ଜେସିବି ପଠାଇ ରକ୍ଷାକଲେ, ଦେଖନ୍ତୁ ଭିଡ଼ିଓ

ଯଦି ଭଗବାନ ଙ୍କ ଆଶିଷ ଥିବ ତେବେ ଯେତେବେଡ଼ ବିପଦ ଆସିଲେ ବି ରକ୍ଷା ମିଳିଯିବ । ବିନା ଭଗବାନ ଙ୍କ ଇଚ୍ଛା ରେ ପତ୍ର ବି ହଲେନାହିଁ । ଯେତେବେଳ ଯାଏ ଠାକୁର ନ ଚାହିଁଛନ୍ତି କେହି ବି ମରିପାରିବେ ନାହିଁ । ଆପଣ ମାନେ ଦେଖିଥିବେ ବହୁତ ବଡ଼ ବଡ଼ ବିପଦରୁ ବହୁତ ଜଣ ବର୍ତ୍ତି ଯାଆନ୍ତି । ଆପଣ ମାନେ ବି ନିଜ ଜୀବନ ରେ ସେମିତି କିଛି ଅନୁଭବ କରିଥିବେ । ତେବେ ଆସନ୍ତୁ ସେମିତି କିଛି ଖବର ଉପରେ ନଜର ଦେବା ।

 

ସୋସିଆଲ ମିଡ଼ିଆ ରେ ଏବେ ବହୁତ କିଛି ଘଟଣା ସେୟାର ହେଉଛି । ତେବେ ଏମିତି ଏକ ଭିଡ଼ିଓ ରହିଛି ଯେଉଁଠି ତିନି ଜଣ ଲୋକ ଙ୍କ ମୁର୍ତ୍ୟୁ ସୁନିଶ୍ଚିତ ଥିଲେ ବି ସେମାନେ ବର୍ତ୍ତି ଯାଇଛନ୍ତି । ଭିଡ଼ିଓ ଟି କେଉଁ ସ୍ଥାନ ର ତାହା ସ୍ପଷ୍ଟ ହୋଇନାହିଁ । ପ୍ରବଳ ପାଣି ସୁଅ ରେ କାର ରେ ଫସି ରହିଥିଲେ ତିନି ଜଣ ବ୍ୟକ୍ତି । ପାଣି ର ସୁଅ ବହୁତ ପ୍ରଖର ଥିଲା କେଉଁ ମୁହୁର୍ତ୍ତ ରେ ବି କାର ଟି ଭାସି ଯିବା ଭଳି ଲାଗୁଥିଲା ।

ମୁର୍ତ୍ୟୁ କୁ ପାଖରୁ ଅନୁଭବ କରୁଥିଲେ ତିନି ଜଣ ବ୍ୟକ୍ତି । ହେଲେ ଭଗବାନ ଙ୍କ ଲୀଳା କିଛି ଭିନ୍ନ ଥିଲା । ଜେସିବି ଗାଡି ନେଇ ଜଣେ ଡ୍ରାଇଭର ଦେବଦୂତ ସାଜି ପହଞ୍ଚି ଗଲେ । ଓ ଏତେ ବିପଦପୂର୍ଣ୍ଣ ଭାବରେ ଥିବା ତିନି ଜଣଙ୍କୁ ଉଦ୍ଧାର କରଗଲା । ଓ ସେମାନେ ସୁରକ୍ଷିତ ଭାବରେ ରକ୍ଷା ପାଇଗଲେ । ସତରେ ଭଗବାନ ଙ୍କ ଦୟା ଅପାର । କିଏ ବି ଆଶା କରିନଥିଲେ ସେହି ଭଳି ବିପଦ ରୁ କିଏ ରକ୍ଷା କରିପାରିବେ ବୋଲି । ସତରେ ଏମିତି କିଛି ଘଟଣା ଘଟିଥାଏ ଯେଉଁଠି ସମସ୍ତେ ଭଗବାନଙ୍କ ଦୟା କୁ ଅନୁଭବ କରିପାରିଥାନ୍ତି ।

Leave a Reply

Your email address will not be published. Required fields are marked *