ବାପ ସହ ପଙ୍ଗା କୁକୁର କୁ ପଡ଼ିଗଲା ମହଙ୍ଗା, ଦେଖନ୍ତୁ shocking video 😱😱

ଜଙ୍ଗଲରେ ଜୀବଜନ୍ତୁ ମାନଙ୍କ ମଧ୍ୟରେ ବହୁତ ଜୋରେ ଲଢେ଼ଇ ସହସ୍ର ବର୍ଷ ହେବ ଦେଖି ଆସୁଛୁ।ଯିଏ ଶକ୍ତିଶାଳୀ ହୋଇଥାଏ , ସିଏ ହିଁ ଜିତିଥାଏ।କିନ୍ତୁ ବେଳେ ବେଳେ କେତେକ ପଶୁ ନିଜ ଶକ୍ତିଶାଳୀ ଉପରେ ଗର୍ବ କରି ଅନ୍ୟ ପଶୁ ମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ଚେଷ୍ଟା କରନ୍ତି।

 

୧- ୨୦୨୧ ଫେ୍ରୁଆରୀ ରେ ଶ୍ରୀଲଙ୍କାର ୟାଲ ନେସନାଲ ପାର୍କରେ କିଛି ଟୁରିଷ୍ଟ ପଶୁମାନଙ୍କୁ ଦେଖୁଥିଲେ।ଗୋଟେ ରୋଡ ସାଇଟ୍ ରେ ଚିତା ବାଘ ଟେ ଲୁଚି ବସିଚି ।ସେଠି ଗାଡ଼ି ରଖି ଦେଖିଲେ।କିଛି ସେକେଣ୍ଡ ମଧ୍ୟରେ ଚିତା ବାଘଟି ରୋଡ ସାଇଟ୍ ରେ ଛିଡ଼ା ହୋଇଥିବା ମଇଁଷି ଦଳର ଗୋଟେ ଛୋଟ ମଇଁଷି ଉପରେ ଆକ୍ରମଣ କରିଦେଲା।କିନ୍ତୁ ମାରିବା ପୂର୍ବରୁ ଅନ୍ୟ ମଇଁଷି ମାନେ ମିଶି ତାଙ୍କୁ ବଞ୍ଚାଇବାପାଇଁ ଆସିଲେ।କିଛି ସମୟ ଲଢେ଼ଇ ଚାଲିଲା।ଶେଷରେ ଚିତା ବାଘଟି ଜନିଗଲା ଯେ ଆଜି ଭୁଲ୍ ଶତ୍ରୁ ସହିତ ପଙ୍ଗା ନେଇଛି।ତେଣୁ ଶିକାର ଛାଡ଼ି ଗଛ ଉପରକୁ ଚଢ଼ିଗଲା।ଶକ୍ତି ଆଗରେ ଏକତା ଜିତିଗଲ।

 

୨ -ମେଣ୍ଡା ମାନେ ବହୁତ ରାଗୀ ଓ ଅକ୍ରମିକ ହୋଇଥାନ୍ତି। ଜଙ୍ଗଲି ମେଣ୍ଢା ମାନେ ନିଜ ଶକ୍ତିଶାଳୀ ମୁଣ୍ଡ ଦ୍ଵାରା ପରାଜିତ କରିଦିଅନ୍ତି।ମାର୍ଚ୍ଚ ୨୦୧୮ ରେ ଆମେରିକାର ଟେକ୍ଷସ୍ ଆସ ରେ ଗୋଟେ ଜଙ୍ଗଲି ମେଣ୍ଢା ,ଗୋଟେ ବାରା ସିଂହ ହରିଣ ଉପରେ ବିନା କାରଣରେ ଆକ୍ରମଣ କରିଦେଲା।କିନ୍ତୁ ଵାରା ସିଂହ ହରିଣ ତାର ବିଶାଳ ଶୀଙ୍ଘରେ ଟେକି ନେଇ ଫୋପାଡି ଦେଲା।ମାଡ଼ ଖାଇଲା ପରେ ମେଣ୍ଢା ଟି ବୁଝିଗଲା ଯେ ଆଜି ସେ ଭୁଲ୍ ଜାଗାରେ ପଙ୍ଗା ନେଇଛି।

୩- ୨ ଟି ଓଟ ଗୋଟିଏ ମେଣ୍ଢା ର ଖାଦ୍ୟ କୁ ଜବରଦସ୍ତି ଖାଇଦେଉଛନ୍ତୀ।ଓଟ ମାନେ ମେଣ୍ଢାକୁ କମଜୋର ଭାବି ତା ଆଡ଼କୁ ଧ୍ୟାନ ଦେଉନଥିଲେ।ଯାହା ତାଙ୍କୁ ଭାରି ପଡ଼ିଲା।ମେଣ୍ଢା ସେମାନଙ୍କ ଉପରକୁ ହାମଲା କରିଲା,ଓଟ ମାନେ ତାକୁ କମୁଡିବାକୁ ଚେଷ୍ଟା କରିଲେ।କିନ୍ତୁ ମେଣ୍ଢା ପଛକୁ ହଟିଲା ନାହିଁ।ଶେଷରେ ଟାଣୁଆ ମେଣ୍ଢା ମୁଣ୍ଡର ମାଡ଼ ଖାଇଲା ପରେ ଓଟ ମୁଣ୍ଡରେ ଚେତା ପଶିଲା।ନିଜ ଜିବନ ବଞ୍ଚାଇ ସେଠୁ ଚାଲିଗଲେ।

Leave a Comment