ରାଜ୍ୟ ଖବର

ଫସିଗଲେ ପ୍ରେମିକା, lovers ଙ୍କ ର video ହେଇଗଲା ଭାଇରାଲ

ଅନେକ ସମୟରେ ବିଭିନ୍ନ ଖବର ସୋସିଆଲ ମିଡିଆରେ ଆପଣମାନେ ବହୁତ ପ୍ରକାର ଘଟଣା ଦେଖିଥିବେ ଏବଂ ଶୁଣିଥିବେ ମଧ୍ୟ।ଯେଉଁଠାରେ ପ୍ରେମିକା ଓ ପ୍ରେମିକା ମାନେ ଧରା ପଡିଥିବାର ଖବର ମଧ୍ୟ ଆପଣମାନେ ଆଗରୁ ଏସବୁ ଜାଣି ଥିବେ।ପ୍ରେମିକ ଓ ପ୍ରେମିକା ଆଜି ଧରା ପଡିଛନ୍ତି।

ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକି ୨ ଜଣ ପ୍ରେମିକ ଓ ପ୍ରେମିକା ପ୍ରେମ କରୁଥିବା ବେଳେ କିଭଳି ଭାବେ ଏଠାରେ ଫସି ଯାଇଛନ୍ତି।ଗାଁର ଏକ ନିଛାଟିଆ ଘରେ ପ୍ରେମ ଲୀଳା କରିବା ପାଇଁ ୨ ଜଣ ପ୍ରେମିକ ଓ ପ୍ରେମିକା ଆସିଥିଲେ।

ଏବଂ ସେହି ସମୟରେ ଏହି ୨ ପ୍ରେମିଯୁଗଳକୁ ସେଠିକାର ଲୋକମାନେ ବା ଗାଁ ର କିଛି ପିଲା ତାଙ୍କୁ ଦେଖିଦେଇଥିଲେ।ଲୋକମାନେ ଦେଖିବାପରେ ସେହି ଭିଡିଓ କୁ ରେକର୍ଡ କରିଦେଇଥିଲେ।ଯାହାଦ୍ଵାରା ଗାଁରେ ଏହି ଭିଡିଓ ଟି ସମସ୍ତଙ୍କୁ ଦେଖାଯାଇଥିଲା।

ଯେଉଁ ମାନେ ଭିଡିଓ କରିଥିଲେ ସେମାନଙ୍କ ଆଗରେ ଯୁବତୀ ଜଣଙ୍କ କାନ୍ଦି କାନ୍ଦି କ୍ଷମା ମାଗୁଛନ୍ତି।୨ ଜଣ ପ୍ରେମିକ ଓ ପ୍ରେମିକା କାନ୍ଦି କାନ୍ଦି କ୍ଷମା ମାଗୁଥିବାର ଭିଡ଼ିଓରେ ରେକର୍ଡ ହୋଇଛି।ଯୁବତୀ ଜଣଙ୍କ ମଧ୍ୟ ଗାଁ ଲୋକଙ୍କ ସାମ୍ନାରେ କହୁଛନ୍ତି ଯେ ଆମ ୨ ଜଣଙ୍କର ବିବାହ କରିଦେବା ପାଇଁ ଜିଦି ଧରିଛନ୍ତି।

Leave a Reply

Your email address will not be published. Required fields are marked *