ଅପହରଣ ର ମିଛ ନାଟକ କରି ପ୍ରେମିକା ସହ ମଧ୍ୟ ପ୍ରଦେଶ ରେ ଲୁଚିଥିଲା ସ୍ୱିଗୀ ଡେଲିଭରୀ ବୟ, ଦେଖନ୍ତୁ ପୁରା ଘଟଣା

ଏବେ ଏବେ ଖବର ଆସୁଛ କି ଜଣେ ଯୁବତୀ କୁ ଧରି ଫେରାର ହେଇ ଯାଇଛି ସ୍ବିଗି ଡେଲିଭରୀ ବୟ , ଏହା କଦାପି ଅପହରଣ ନୁହେଁ ଆଉ ପୋଲିସ ସଂପୃକ୍ତ ଯୁବକ ଚିକୁନ କୁ ମଧ୍ୟପ୍ରଦେଶ ରୁ ଗିରଫ କରିଚି ଆଉ ହାଇପ୍ରୋଫାଇଲ ନାଟକ ର ଅବସାନ ଘଟିଛି

ତେବେ ଘଟଣା ଟି ଏମିତି ଯେ ସମ୍ପୃକ୍ତ ସ୍ଵିଗୀ ବୟ ଚିକୁନ୍ ଗତ ୨ ଦିନ ଧରି ନିଖୋଜ ଥିବା ଆଉ ଭଏସ ମେସେଜ ରେ ନିଜ ସ୍ତ୍ରୀ ଙ୍କୁ କହିଥିଲା କି ମତେ କିଛି ଲୋକ ଟେକି ନେଇ ଯାଉଛନ୍ତି, ଆଉ ମୋର୍ ପଇସା ସବୁ ଛଡେଇ ରଖିଛନ୍ତି

ତେବେ ସ୍ତ୍ରୀ ଏହି ଶୁଣି ପୋଲିସ କୁ ଖବର ଦେଇଥିଲେ ଆଉ ପୋଲିସ ଏହା ପରେ ତଦନ୍ତ ଆରମ୍ଭ କରିଥିଲା ଆଉ ତଦନ୍ତ ଶେଷ ରେ ଜଣା ପଡିଥଲା କି ଏହି ସବୁ ଘଟଣା ର ମାଷ୍ଟର ମାଇଣ୍ଡ ହେଉଛି ଚିକୁନ, ସେ ତାର ପୁରୁଣା ପ୍ରେମିକା ସହ ଫେରାର ହେବାକୁ ଏହି ନାଟକ ରଚି ଥିଲା

ତାକୁ ଆଉ ତ ପ୍ରେମିକା କୁ ମଧ୍ୟ ପ୍ରଦେଶ ରୁ ଉଦ୍ଧାର କର ଯାଇଚି ଆଉ ସେମାନଙ୍କ ଉପରେ ମାମଲା ମଧ୍ୟ ରୁଜୁ କର ଯାଇଚି, ଏହି ନେଇ ତାଙ୍କ ସ୍ତ୍ରୀ କହିଛନ୍ତି କୁ ମୋ ସ୍ବାମୀ ମତେ ଦରକାର୍ ବାକି ମୁ କିଛି ଜାଣିନି ତେବେ ଝିଅ ଘର ପକ୍ଷ ରୁ ପୁଅ ନାଁ ରେ ଅପହରଣ ମାମଲା ରୁଜୁ ହେଇଥିବା ଜଣା ପଡିଛି

Leave a Comment

Your email address will not be published. Required fields are marked *

Scroll to Top