ଭାଇରାଲ ଭିଡିଓ

ଛି ଛି ଛି ଝିଅ ର ଏଇ ଲଜ୍ୟା ଜନକ ଭିଡିଓ ହେଇଗଲା viral, ଆପଣ ବି ଦେଖନ୍ତୁ..

ୟୁ ଟ୍ୟୁବ୍ ରେ ହେଉ କି ଇନଷ୍ଟାଗ୍ରାମ୍ ରେ ହେଉ, ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି।ଲୋକମାନେ ସେହି ଭିଡିଓ ଭଲ ଲାଗିଥିଲେ ଲାଇକ କରନ୍ତି।ଏବଂ ସେହି ଭିଡିଓ ଗୁଡ଼ିକ ବହୁତ ମାତ୍ରାରେ ଭାଇରାଲ ହୋଇଥାଏ।

 

ଆପଣମାନେ ଅନେକ ସମୟରେ ପୁଅ ମାନେ ଚୋରି କରୁଥିବାର ଅଧିକାଂଶ ଦେଖିଥିବେ।କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକି ଶୁଣିଲେ ବିଶ୍ୱାସ କରିପାରିବେ ନାହିଁ।ଜଣେ ଯୁବତୀ ଗହଣା ଦୋକାନରେ ପଶି ଚୋରି କରୁଥିବାର ଧରା ପଡିଛନ୍ତି।

 

ଯୁବତୀ ଜଣଙ୍କ ଲଜ୍ୟା କାମ କରିଛନ୍ତି। ଲୋକମାନେ ଯୁବତୀଙ୍କୁ ପ୍ରଶ୍ନ ପଚାରିଥିଲେ କଣ କରିବାକୁ ଆସିଛ।ଯୁବତୀ ଜଣଙ୍କ କାନ୍ଦି କାନ୍ଦି ତାଙ୍କ ବାପାଙ୍କ ଦେ-ହ ଭଲ ନାହିଁ ବୋଲି କହିଛନ୍ତି।ସେମାନଙ୍କୁ କ୍ଷମା ମଧ୍ୟ ଯୁବତୀ ମାଗିଛନ୍ତି।କିନ୍ତୁ ଲୋକମାନେ ଯୁବତୀଙ୍କୁ କହୁଛନ୍ତି କେତେ ଥର ଚୋରି କରିଛ।

କେଉଁ ଜାଗାରୁ କଣ ଚୋରି କରିଛନ୍ତି ବୋଲି ପଚାରିଥିଲେ।ବାରମ୍ବାର ପଚାରିଲେ ମଧ୍ୟ ଯୁବତୀ ଜଣଙ୍କ ସେହି ଗୋଟିଏ କଥା କହୁଥିଲେ।ତାଙ୍କ ବାପାଙ୍କ ଦେ-ହ ଭଲ ନାହିଁ।ତାଙ୍କର ପଇସା ଦରକାର ସେଥିପାଇଁ ଚୋରି କରିଛନ୍ତି। ଉପସ୍ଥିତ ଥିବା ଲୋକମାନେ ଭିଡିଓ ଟି କରିଥିଲେ।

Leave a Reply

Your email address will not be published. Required fields are marked *