ଏଇ ଲାଏ ଡିଟେକ୍ସନ ଟେଷ୍ଟ ମିଛ ବାହାନା,ଉପରେ ମାଙ୍କଡ ଭଳିଆ ନଚଉଚନ୍ତି କ୍ରାଇମ ବ୍ରାଞ୍ଚ କୁ

ଦିନ ଯେତିକି ବିତି ବିତି ଯାଉଛ ସୌମ୍ୟ ଙ୍କ ଘଟଣା ଆସ୍ତେ ଆସ୍ତେ ଲୋକ ଙ୍କ ମନ ଭିତରୁ ଲିଭି ଲିଭି ଯାଉଛ, ଏଠି ନ୍ୟାୟ ମିଳିବା ଆଶା ନାହିଁ କହିଲେ ଚଳେ ଆଉ କ୍ରାଇମ୍ ବ୍ରାଞ୍ଚ ଅଫିସରମାନେ ଯେଉଁଭଳି ଭାବେ ତଦନ୍ତ କରୁଛନ୍ତି ସମସ୍ତେ ଜାଣି ସାରିଲେଣି କି ଏହି ମାମଲା ବହୁତ୍ ଜଲଦି ବନ୍ଦ ହେଇଯିବ

ଗତକାଲି dfo ଙ୍କ ଲାଈ ଡିଟେକ୍ସନ ଟେଷ୍ଟ ହେଇଥିଲା, ପଚରା ଯାଇଚି ୧୦୦ ରୁ ଉର୍ଦ୍ଧ ପ୍ରଶ୍ନ ଆଉ ଦରକାର୍ ହେଲେ ବିଦ୍ୟା ଙ୍କ ବି ଟେଷ୍ଟ ହେବ ବୋଲି କ୍ରାଇମବ୍ରାଞ୍ଚ ତରଫରୁ କୁହା ଯାଇଛି

ହେଲେ ସୌମ୍ୟ ଙ୍କ ମାମୁଁ କହିଛନ୍ତି କି ଏହା ଏକ ପ୍ରହସନ, ଏସବୁ ମିଛ ରେ ନାଟକ ଚାଲିଛି ଏମିତି ହେଇ ହେଇ ଶେଷ ରେ କହିଦେବେ କି ମାମଲା ଆତ୍ମହତ୍ୟା ଆଉ ଫଳାଫଳ ଶୂନ୍ୟ, ଏଇ ଘଟଣା ମତେ ଆଉ ଲାଗୁନି ନ୍ୟାୟ ମିଳିଲା ଭଳିଆ

ଆଗରୁ ଡିଏସପି କହିଲା କି ସବୁ ନିର୍ଦ୍ଦୋଷ ଫେର ଏବେ ତଦନ୍ତ ଚାଲିଛି, ବାକି ଆମେ ସବୁ ଜାଣି ଗଲୁଣି ଏହା ହତ୍ୟା, ଏଥିରେ ବହୁତ୍ ଚାଲାଖ ଭାବେ ସୌମ୍ୟ କୁ ରାସ୍ତା ରୁ ସଫା କରି ଦିଆ ହୋଇଛି

Leave a Comment

Your email address will not be published. Required fields are marked *

Scroll to Top