ରାଜ୍ୟ ଖବର

ଓଡ଼ିଶାରେ ଅଜଣା Helicaptor ଆତଙ୍କ ଦେଖନ୍ତୁ ଲାଣ୍ଡଫଲ ସମୟର ଦୃଶ୍ୟ

ୟୁ ଟ୍ୟୁବ୍ ରେ ହେଉ କି ଇନଷ୍ଟାଗ୍ରାମ୍ ରେ ହେଉ, ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି।

ଲୋକମାନେ ସେହି ଭିଡିଓ ଭଲ ଲାଗିଥିଲେ ଲାଇକ କରନ୍ତି।ଏବଂ ସେହି ଭିଡିଓ ଗୁଡ଼ିକ ବହୁତ ମାତ୍ରାରେ ଭାଇରାଲ ହୋଇଥାଏ।ହେଲିକପ୍ଟର ର ଏକ ଭିଡିଓ ଭାଇରାଲ ହେଉଛି।

ପିଲା ମାନେ ଖେଳୁଥିବା ବେଳେ ପଡିଆ ଉପରେ ଏକ ଅଜଣା ହେଲିକପ୍ଟର ଯାଇଥିବାର ସମସ୍ତେ ଦେଖୀଥିଲେ।ହେଲିକପ୍ଟର ଟି ପଡ଼ିଆରେ ଚାରିପଟେ ଧୂଳି ଉଡ଼ାଇ ଯାଇଥିଲା।

ସେଠାକାର ସ୍ଥାନୀୟ ଲୋକ ଜଣେ କହିଛନ୍ତି ଯେ ପ୍ରଥମେ ହେଲିକପ୍ଟର ଟି ଗଜପତି ଷ୍ଟାଡିୟମ୍ ସାମ୍ନା ପଟୁ ଆସିଥିଲା।ଷ୍ଟାଡିୟମ୍ ଉପରେ ଦୁଇ ଥର ବୁଲି ଥିଲା।

ତାପରେ ଆନ୍ଦ୍ରା ଆଡ଼କୁ ଯାଇଥିଲା।ପ୍ରଥମେ ଲ୍ୟାଣ୍ଡିଂ କରିଥିଲା। ଓ ପୁଣି ଥରେ ଦୁଇ ଥର ବୁଲି ଥିଲା।କିନ୍ତୁ ଦ୍ଵିତୀୟ ଥର ଲ୍ୟାଣ୍ଡିଂ କରିବାକୁ ଆସିଥିବା ବେଳେ ହୋଇପାରିଲା ନାହଁ।କିଛି ଅସୁବିଧା ହୋଇଥିଲା ବୋଧେ ବ୍ୟକ୍ତି ଜଣଙ୍କ କହିଛନ୍ତି।କିନ୍ତୁ ଆଉ ଥରେ ଆନ୍ଦ୍ରା ଆଡ଼କୁ ଚାଲିଯାଇଥିଲେ।

ହେଲିକପ୍ଟର ଟି ପାଖା ପାଖି ଷ୍ଟାଡିୟମ୍ ପଡିଆର ତଳକୁ ଚାଲି ଆସିଥିଲା।ପ୍ରଥମେ ଲ୍ୟାଣ୍ଡ କରିବାକୁ ପାଞ୍ଚ ମିନିଟ୍ ଲାଗିଥିଲା।କିନ୍ତୁ ଦ୍ଵିତୀୟ ଥର ଲ୍ୟାଣ୍ଡ ପାଞ୍ଚ ଓ ଛ ମିନିଟ୍ ରେ ହୋଇଥାନ୍ତା କିନ୍ତୁ ତାଙ୍କର ଅସୁବିଧା ହୋଇଥିବା ଯୋଗୁ ଲ୍ୟାଣ୍ଡ କରିପାରିଲେ ନାହିଁ।ସେଠୁ ଫେରିକି ପଳେଇଲେ।

Leave a Reply

Your email address will not be published. Required fields are marked *