ଉତ୍ତ୍ଯକ୍ତ ହୋଇ ଶେଷରେ ଏମିତି ବର୍ଷିଲେ ହିମାଂଶୁ…BJD ନେତାଙ୍କ ଠାରୁ ସହାନୁଭୂତି ଟିକେ ପାଇଲିନି

ବର୍ତ୍ତମାନ ସମୟରେ ଯାଜପୁର, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଛନ୍ତି କି ବିଜୁ ଜନତା ଦଳର ଯେଉଁ ନାରୀନେତ୍ରୀ କହୁଛନ୍ତି ତାହାକୁ ନିନ୍ଦା କରିବା ଦରକାର ଅଟେ। କାରଣ ଜଣେ ଲୋକପ୍ରତିନିଧି ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହା ଏକ ଖୁବ୍ ନିନ୍ଦନୀୟ ଘଟଣା ଅଟେ। ସେ ଆଜି ପର୍ଯ୍ୟନ୍ତ ନେତ୍ରୀ ହିସାବରେ ତାଙ୍କ ଠାରୁ ସ୍ୱାହାନଭୂତି ପାଇ ପାରିଲେ ନାହିଁ ବୋଲି କହିଥିଲେ।ଆଉ ବାରମ୍ବାର ସେ ଏକଥା କହିଛନ୍ତି କି ଯେତେବେଳେ ସେ ରାସ୍ତାରେ ଯାଉଥିଲେ ତାଙ୍କୁ ପଥର ଯିଏ ମାରିଲା

ତାଙ୍କର ଯିଏ ନେତା ସେ ସାଙ୍ଗେ ସାଙ୍ଗ ବିଧାୟକ ଙ୍କୁ ଫୋନ କରି ଭୁଲ୍ ମାଗିଥିଲେ କହିଥିଲେ କି ଯାହା ହୋଇଛି ହୋଇଛି ଭୁଲ୍ ହୋଇ ଯାଇଥିବ ବୋଲି ଏହା ସେ ବାରମ୍ବାର କହିଥିଲେ। ଏହା ଏକ ଖୁବ୍ ନିନ୍ଦନୀୟ ଘଟଣା ଅଟେ। ଯେତେବେଳେ ସରକାରୀ ଅଫିସ୍ କୁ କାର୍ଯ୍ୟ କରିବା ପାଇଁ ଯିବା ହେଉଛି,ସେତେବେଳେ ବିଜୁ ଜନତା ଦଳର ଦୃର୍ବୁତ୍ତ ମାନେ ଜୀବନରୁ ମାରି ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଧାୟକ ଜଣକ କହିଥିଲେ। ତାହାପରେ ବି ତାଙ୍କର ନେତା ଓ ନେତ୍ରୀ ମାନେ ଏହାକୁ ଯେଉଁ ସମର୍ଥନ କରୁଛନ୍ତି ତାହା ଠାରୁ ଆଉ ଦୁଃଖଦ କଥା କିଛି ନାହିଁ ବୋଲି କହିଥିଲେ।

ଏଭଳି ବିଧାୟକ ଙ୍କୁ ମିଡ଼ିଆ ଭାଇ ମାନେ ଅନେକ ପ୍ରଶ୍ନ କରିଥିଲେ ଯାହାର କି ଉତ୍ତର ମଧ୍ଯ ସେ ସଠିକ୍ ଭାବରେ ସବୁ ଦେଇ ଦେଇଥିଲେ।ଏବେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କି ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଲୋକମାନେ ମଧ୍ୟ ସେ କହିଥିବା କଥାକୁ ସମର୍ଥନ କରିଛନ୍ତି। ତେବେ ଏହା ସମ୍ପର୍କରେ ଶୁଣି ସାରିବା ପରେ ଏହି ଘଟଣା ପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ଆମକୁ ନିଶ୍ଚିତ ଜଣାଇବେ।

Leave a Comment