ଆଜ୍ଞା ବିଦ୍ୟା ମାଡ଼ମ ମର୍ଣିଂ ୱାକ କଲା ବେଳେ ଉପରୁ ଥାଇ ଦେଖନ୍ତି DFO ସାର୍ : ରାତ୍ର ଜଗୁଆଳି

ସୌମ୍ୟ ଆଉ ବିଦ୍ୟା ଙ୍କ ମାମଲା ରେ ପ୍ରତିଦିନ କିଛି ନୂଆ ନୂଆ ରହସ୍ୟ ଉନ୍ମୋଚନ ହେବାକୁ ଲାଗିଛି ,କେବେ ଡ୍ରାଇଭର ଆଉ କେବେ ମାଳି ଆଉ କେବେ ରାତ୍ର ଜଗୁଆଳି ର କଥା ଏଇ ଘଟଣା କୁ ଆହୁରି ସନ୍ଦେହ ଜନକ କରିଦେଉଛି

ଆପଣ ମାନେ ଜାଣିଥିବେ କି ଏବେ କ୍ରାଇମ୍ ବ୍ରାଞ୍ଚ ଖୁବ୍ ଜୋର୍ ସୋର୍ ରେ ତଦନ୍ତ ଜାରି ରଖିଛି ଯେମିତି କି ସେ ଖୁବ୍ ଜଲ୍ଦୀ ଏଇ କେସ କୁ ସଫଳତା ର ସହ solve କରି ପାରିବ ହେଲେ ଏଯାବତ୍ କ୍ରାଇମ୍ ବ୍ରାଞ୍ଚ ହାତରେ କିଛି ଠୋସ ପ୍ରମାଣ ମିଳିପାରିନାହିଁ

ତେବେ ଗତକାଲି କ୍ୟାମେରା ସାମ୍ନା କୁ ଜଙ୍ଗଲ ବିଭାଗ ର ରାତ୍ର ଜଗୁଆଳି ଙ୍କ କ୍ଲିପ୍ ଆସିବ ପରଠୁ ଏଇ ମାମଲା ରେ ଗର୍ମୀ ଆସିଯାଇଛି, ଜଗୁଆଳି ର କହିବା ମୁତାବକ ସେ ଦେଖିଥିଲା କି ରାତି ଅଧ୍ ରେ ପଛପଟ ଦେଇ DFO ସାର୍ ସୌମ୍ୟ ଙ୍କ ଘରକୁ ଯାଆନ୍ତି, ଆଉ ପ୍ରତିଦିନ ସକାଳେ ସେ ଉପରୁ ଥାଇ ସୌମ୍ୟ ଆଉ ବିଦ୍ୟା ଙ୍କୁ ମର୍ଣିଂ ୱାକ କରୁଥିବା ର ଦେଖନ୍ତି,

ତେବେ ଯେତେବେଳେ DFO ସାର୍ ଙ୍କ ସନ୍ଦେହ ହେଲା ସେ ମତେ ଚାକିରି ରୁ ବାହାର କରିଦେଲେ ,କେବଳ ମୁ ନୁହେଁ ଆହୁରି ୫ ଜଣ ଙ୍କୁ ସେ ବାହାର କରିଛନ୍ତି , ଆମେ ସମସ୍ତେ ବିନା କାରଣ ରେ ତଡା ଖାଇଛ ଏବେ ମୁ ସମୟ ପାଇଲି ବୋଲି କ୍ୟାମେରା ସାମ୍ନା କୁ ଆସିଲି

ତେବେ ଏସବୁ ପରେ ମିଡ଼ିଆ ଭାଇ ମାନେ କଥା କଥିତ DFO ଙ୍କ ସରକାରୀ ଅଫିସ କୁ ଯାଇ ପଚରା ଉଚୁରା କଲା ବେଳେ DFO ରାଗ ରେ ନିଆଁ ବାଣ ହେଇକି ମତେ କିଛି ପଚାରନା, ସରକାରୀ କାମ ରେ ବାଧା ସୃଷ୍ଟି କରୁଚ ତମେ ମାନେ ଏମିତି କହି ପ୍ରଶ୍ନ ଏଡାଇ ଯାଇଥିଲେ ତେବେ ବହୁତ୍ ଜଲ୍ଦୀ ଅସଲ ଆସାମୀ କୁ ଖୋଜି ବାହାର କରିବ କ୍ରାଇମ୍ ବ୍ରାଞ୍ଚ ବୋଲି ଆମ ଆଶା….

Leave a Comment

Your email address will not be published. Required fields are marked *

Scroll to Top