Viral Boy Trailokya – ନମସ୍କାର ମୁଁ ଦିତୀୟ ଶ୍ରେଣୀ ରେ ପଢୁଛି ‘ ମୁଁ ପ୍ରଥମ ଶ୍ରେଣୀରେ ପଢୁଛି ର ଆସିଗଲା ଦିତୀୟ Version ଦେଖନ୍ତୁ ଭିଡିଓ

ଭାଇରାଲ ବୟ ତ୍ରୈଲୋକ୍ୟ ଗତ ବର୍ଷ କ-ରୋନା ସମୟରେ ଖୁବ୍ ଭାଇରାଲ ହୋଇଥିଲେ । ବୟସ ମାତ୍ର ୫ ବର୍ଷ ଏବଂ ସେତେବେଳେ ସ୍କୁଲ ଉଠିବା କୁ ନେଇ ଘୋର ପ୍ରତିବାଦ କରିଥିଲେ ତ୍ରୈଲୋକ୍ୟ ।

କୁନି କୁନି ପାଟିରେ ସମସ୍ତଙ୍କୁ ସଚେତନ କରାଇଥିଲେ ମଧ୍ୟ ମହାମାରୀ ସମୟରେ ମାସ୍କ ପିନ୍ଧିବା ପାଇଁ । ଏବଂ ପରେ ସମସ୍ତଙ୍କ ସହଯୋଗ କ୍ରମରେ ସେ ଗୀତ ମଧ୍ୟ ଗାଇଥିଲେ । ମୁଁ ପ୍ରଥମ ଶ୍ରେଣୀରେ ପଢୁଛି ଗୀତରେ ।

ଏହାପରେ ସମସ୍ତେ ତାଙ୍କ ଗୀତରେ ମଝୁମ୍ ହୋଇପଡ଼ିଥିଲେ । ତାଙ୍କ ଭାଇରାଲ ହୋଇଥିବା ଭିଡିଓ ଟି ସମସ୍ତଙ୍କ ମନକିଣି ପାରିଥିଲା । ଯାହାକୁ ଦେଖିବ ତାକୁ ସେ ମଧ୍ୟ ସେହି ଭିଡ଼ିଓରେ ରିଲ କରିଥିଲେ ।

ଅଳିଉଡ ଦୁନିଆର ଅଭିନେତା ଅଭିନେତ୍ରୀ ମଧ୍ୟ ତାଙ୍କ ଭିଡ଼ିଓରେ ରିଲ କରିଥିଲେ । ତେବେ ବର୍ତ୍ତମାନ୍ ସେ ଦିତୀୟ ଶ୍ରେଣି ରେ ପଢୁଛନ୍ତି ଏବଂ ଏକ ଭିଡିଓ ଜାରି କରିଛନ୍ତି । ଦେଖନ୍ତୁ ଏହି ଭିଡିଓ –

Leave a Comment