Viral video ଏମିତି ବାହାଘର କେବେ ଦେଖି ନଥିବେ ଏମିତି ବାହାଘର କୁ ପୁରସ୍କାର ମିଲିବାପାଇଁ ଦାବି

ବାହାଘର ଦୁଇଟି ହୃଦୟର ମିଳନ ହେବା ସହ ଦୁଇଟି ଆତ୍ମ ର ମଧ୍ୟ ମିଳନ ହୋଇଥାଏ । ବାହାଘର ଦିନ ପାଇଁ ସମସ୍ତେ ଉତ୍ସାହ ଥାନ୍ତି ଏବଂ ନିଜର ସମସ୍ତ ଦିନ ଆଗରେ ଏହି ଦିନ ଉତ୍ସର୍ଗ ହୋଇଥାଏ ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏହାପାଇଁ ଖୁବ୍ ଚର୍ଚ୍ଚା ଚାଲିଛି । କେମିତି ଯୁବକ ଯୁବତୀ ଭଗବାନ ଙ୍କ ସାମ୍ନାରେ ବିବାହ କରିଛନ୍ତି ଏବଂ ଏହି ବିବାହ ବେଳର ଭିଡିଓ ଅନ୍ୟ ଜଣେ ମୋବାଇଲ ରେ କଏଦ କରିଛନ୍ତି ।

ବିବାହ ସମ୍ପୂର୍ଣ ରୀତି ନୀତି ଅନୁସାରେ ହେଉଥିବା ବେଳେ କେତେଜଣ ଏହିପରି ଭାବରେ ବିବାହ କରୁଛନ୍ତି । ଯୁବ ସମାଜ ପାଇଁ କେବଳ ସିନ୍ଦୂର ପିନ୍ଧେଇ ବାହାଘର ସମ୍ପୂର୍ଣ ହୁଏ ବୋଲି ଏହା ସମ୍ପୂର୍ଣ ରୂପେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ।

ବାହାଘର ପାଇଁ ବୈଦିକ ମନ୍ତ୍ର ଏବଂ ସମ୍ପୂର୍ଣ ରୀତି ନୀତି ଅନୁସାରେ ବାହାଘର ହୋଇଥାଏ । ସମାଜରେ ଏହା ହିଁ ମାନ୍ୟତା ରହିଛି । ତେବେ କିଛି ଅମାନ୍ୟ ହେଉଥିବା ଯୁବ ପରିଷଦ ଏପରି କରିବା କେତେଦୂର ଠିକ୍ ତାହା ଆପଣ ନିଜେ ଚିନ୍ତା କରନ୍ତୁ ।

ଦେଖନ୍ତୁ ଏହି ଭିଡିଓ –

https://youtu.be/V_4iJlITrvE

Leave a Comment