ଯେତେବେଳେ ନନ୍ଦୀ ଙ୍କୁ ବଞ୍ଚାଇବା ପାଇଁ ଆସିଲେ ସ୍ଵୟଂ ଶେଶନାଗ ସେତେବେଳେ ଘଟିଲା ଏମିତି ଘଟଣା ଦେଖିଲେ ହୋସ ଉଡ଼ିଯିବ

କାନପୁର ରେ ଏକ ଗାଁ ରହିଥିଲା। ଅନିଲ୍ ନାମକ ଏକ କୃଷକ ରହୁଥିଲେ।ସେ ବହୁତ ରାଗୀ ମଣିଷ ଥିଲେ।ସେ ଯେଉଁ ପଶୁଙ୍କୁ ହେଉ ମାରିଦେଉଥିଲେ ଓ ଟିକେ ବି କୁଣ୍ଠାବୋଧ କରୁନଥିଲେ।

ଜମିରେ ଷଣ୍ଢ ହେଉ କି ଗାଇ ଯାହାକୁ ଦେଖୁଥିଲେ ମାରିଦେଉଥିଲେ।ଦିନେ ଗୋଟେ ଷଣ୍ଢ କୁ କୋଦାଳ ରେ ମାରିଦେଇଥିଲ।ଦିନେ ଅନିଲ ତାଙ୍କ ଘର ଲୋକଙ୍କ ସହିତ ଶିବ ମନ୍ଦିର ଯାଇଥିଲେ।

ସେଠିକି ଯାଉଥିଲା ବେଳେ ଗୋଡ଼ରେ ଗୋବର ଲାଗିଗଲା।ସେଠି କେବଳ ଗୋଟେ ଷଣ୍ଢ ଟେ ଥିଲା।ସେହି ଷଣ୍ଢକୁ ସମସ୍ତ ଲୋକମାନେ ନନ୍ଦୀ ବୋଲି ଭାବୁଥିଲେ।ଅନିଲ ଭାବିଲେ ଏହି ହିଁ କରିଛି।ଷଣ୍ଢ କୁ ବହୁତ ମାରିଲେ ।ତାପରେ ମନ୍ଦିର ନଯାଇ ଘରକୁ ଫେରି ଆସିଥିଲା।ସେ ଷଣ୍ଢ କୁ କେମିତି ମାରିବେ ସେହି କୂଅ ମୂଳରେ ବସି ଭାବୁଥିଲେ।

ତାପରେ ସମସ୍ତେ ସୋଇଥିବା ବେଳେ ଚାରା ରେ ବିଶ ମିଶାଇ ନନ୍ଦୀ କୁ ଖୁଆଇ ଦେଲେ ଓ ତା ଗୋଡ଼ରେ ସାପ କାମୁଡିବାର ଚିହ୍ନ କରିଦେଲେ।ସମସ୍ତେ ଭାବିବେ ସାପ କାମୁଡି ବାରୁ ମୃ-ତ୍ୟୁ ହୋଇଛି।ତାପରେ ଅନିଲ ଘରକୁ ଚାଲି ଆସିଲେ।ସକାଳୁ ଉଠି ତାଙ୍କ ସ୍ତ୍ରୀ ଦେଖିଲେ ଅନିଲ କୁ ସାପ କାମୁଡିଛି ଓ ପାଟିରୁ ଫେଣ ବାହାରୁଛି।ଏହାପରେ ହସ୍ପିଟାଲ୍ ନେଲେ ସେ ଦୁଇ ଦିନରେ ଭଲ ହୋଇଗଲେ।

ଅନିଲ ପଚାରିଲେ ସେ ଷଣ୍ଢ ଟି ମରିଯାଇଛି କି? ଏସବୁ ଶୁଣି ତାଙ୍କ ସ୍ତ୍ରୀ କହିଲେ ଯେଉଁ ଦିନ ସାପ କାମୁଡି ଥିଲା ସେ ଶିବଙ୍କୁ ଓ ମନ୍ଦିର ରେ ଥିବା ସେହି ନନ୍ଦୀ ଙ୍କୁ ପୂଜା କରିଥିଲେ । ଓ ଅନିଲ ଙ୍କ ପାଇଁ କ୍ଷମା ମାଗିଥିଲେ।ଏସବୁ ଶୁଣି ଅନିଲ ବହୁତ କାନ୍ଦିଲେ।ତାପରେ ଗାଁ ର ଲୋକମାନଙ୍କୁ କହିଥିଲେ।ଏବଂ ଏବେ ସୋସିଆଲ ମିଡିଆରେ ମଧ୍ୟ ସମସ୍ତ ଲୋକ ଜାଣିଛନ୍ତି।

 

Leave a Comment