ଭାଇରାଲ ଭିଡିଓ

Viral video ଷଷ୍ଠ ଶ୍ରେଣୀ ର ଛାତ୍ରୀ ଫେରାର ହେଲେ ଏହି ପୁଅ ଙ୍କ ସହ ଲଜ୍ୟା ଜନକ ଅବସ୍ଥାରେ ପଡିଲେ ଧରା

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଜିନିଷ ଭାଇରଲ ହୋଇଥାଏ । ଯେବେଠୁ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ଼ କାମ ଆରମ୍ଭ ହୋଇଛି ସେବେଠୁ ଲୋକଙ୍କର ଭଲ ଏବଂ ଖରାପ କାମ ସମସ୍ତ କାମ ଜଣା ପଡ଼ିଛି ।

ଆଜିର ଭାଇରଲ ଭିଡିଓ ରେ ଦେଖା ଯାଇଛି ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ନିଜ ଟିଉସନ୍ ରୁ ଘରକୁ ନ ଫେରି ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲେ । ଷଷ୍ଠ ଶ୍ରେଣୀରେ ଛାତ୍ରୀ ଙ୍କୁ ପ୍ରେମିକ ସହ ଦେଖିବା ପରେ ସ୍ଥାନିତ ଯୁବକ ଙ୍କୁ ସନ୍ଦେହ ହେଲା ।

ସନ୍ଦେହ ହେବା ପରେ ଯୁବକ ମାନେ ସେ ଦୁହିଁଙ୍କ ପାଖରେ ଯାଇ ପହଞ୍ଚି ଥିଲେ ତାଙ୍କୁ ଦେଖି ଦୁହେଁ ଡରି ଯାଇଥିଲେ ଏବଂ ସବୁ ସତ କଥା କହିଥିଲେ । ତେବେ ଏହି କ୍ଷେତ୍ରରେ ଜଣେ ତାଙ୍କର ଏହି ଭିଡ଼ିଓ କୁ ରେକର୍ଡ କରି ସୋସିଆଲ ମିଡିଆରେ ଛାଡିଥିଲେ।

ଯେହେତୁ ଛାତ୍ରୀ ଜଣଙ୍କ ଷଷ୍ଠ ଶ୍ରେଣୀ ର ଛାତ୍ରୀ ତାଙ୍କୁ ଏହି ବୟସରେ ସବୁ ଭୁଲ ଠିକ୍ ଜଣା ପଡ଼ିବ ନାହିଁ ତେଣୁକରି ପ୍ରେମିକ କୁ ତାଗିତ କରିଥିଲେ ସ୍ଥାନୀୟ ବାସିନ୍ଦା । ଏହାପରେ ଝିଅକୁ ସମ୍ପୂର୍ଣ ସୁରକ୍ଷା ରେ ଘରେ ଛାଡ଼ିବା ପାଇଁ ଉପାୟ କରିଥିଲେ ।

ଦେଖନ୍ତୁ ଏହି ଭିଡିଓ –

Leave a Reply

Your email address will not be published. Required fields are marked *