ନଗୁଣୀଙ୍କ ପାଖରେ ତାଙ୍କ ନାଗମଣି ରହିଥାଏ।ସବୁ ଶକ୍ତି ତାଙ୍କ ପାଖକୁ ଆସିଥାଏ।ନାଗୁଣୀ ନାଗମଣୀ କୁ ଲୋକମାନଙ୍କ ଠୁ ଲୁଚେଇକି ରଖିଥାଏ।
ବିହାର ର ଦର୍ବଙ୍ଗା ରେ ଘଟିଛି ଏମିତି ଏକ ଘଟଣା।ସେହି ଗାଁରେ ସୌରଭ ଓ ଗୋପାଳ ନାମ ର ୨ ଜଣ ବ୍ୟକ୍ତି ଥିଲେ।ଦିନ ସମୟରେ ଛେଳି ମାନଙ୍କୁ ଚରେଇବାକୁ ନିଅନ୍ତି।ସେହି ଜଙ୍ଗଲରେ ନାଗ ଓ ନାଗୁଣୀ ରହୁଥିଲେ ନାଗମଣି ଙ୍କୁ ରକ୍ଷା କରୁଥିଲେ।
ଗୋପାଳର ଛେଳି ସେହି ଜଙ୍ଗଲ ଭିତରକୁ ପଶିଗଲା।ତାପରେ ନାଗୁଣୀ ମଣିଷ ବେଶ ହୋଇ ଭ୍ରମଣ କରିବାକୁ ପଲେଇଥିଲା।ସେତିକି ବେଳେ ଗୋପାଳ ତା ଛେଳି କୁ ଖୋଜୁଥିଲା।
ଗୋଟେ ଗଛ ପାଖରୁ ଚମକିଲା ଭଳି ଦେଖା ଗଲା।ସେ ଭାବିଲା ହୀରା।ତାକୁ ଆଣିବା ପାଇଁ ଗୋଟେ ବାଡ଼ିରେ ଖୋଳି ବାକୁ ଲାଗିଲା। ଖୋଳୁ ଖୋଳୁ ସେହି ବାଡି ରେ ନାଗ ର ମୃ-ତ୍ୟୁ ହୋଇଗଲା।ସେଥିରୁ ନାଗମଣି ଦେଖି ତାକୁ ରୁମାଲ୍ ରେ ପୁରେଇଦେଲା।
ଏସବୁ ନାଗୁଣୀ ଦେଖିଲା ପରେ ବହୁତ୍ ରାଗିଗଲା।ଏବଂ ସେ ଜାଣି ପାରିଲା ଯେ ଏସବୁ କିଏ କରିଛି।ଗୋପାଳ କିନ୍ତୁ ନାଗମଣି ପାଇ ବହୁତ୍ ଖୁସି ଥିଲା।
ତାପରେ ସେ ନାଗମଣୀ ସାହାଯ୍ୟରେ ଛେଳିକୁ ନେଇଆଶିଲା ।ଏବଂ ସେ ଗାଁ ର ସବୁଠାରୁ ବଡ ଲୋକ ହୋଇଗଲା।ନାଗମଣୀ ଯେତେ ଯାଏଁ ଗୋପାଳ ପାଖରେ ଅଛି ସେ କିଛି କରି ପାରିବ ନାହିଁ।
ନାଗୁଣୀ ନିଜ ରୂପ ପରିବର୍ତ୍ତନ କରି ଗୋପାଳ ରାସ୍ତାରେ ଯାଉଥିଲା ବେଳେ ସେ ତାକୁ କୌଶଳ ରେ ଅଟକାଇ ଥିଲା। ଗୋପଳା ତାକୁ ଘରକୁ ନେଇଆସିଥିଲେ।
ଗୋପାଳ ଓ ସେ ଝିଅଟି ବୁଲିବାକୁ ଆସିଥିଲେ।ନାଗୁଣୀ କାଇଦା କରି ନାଗମଣୀ ଗୋପଲ ଠୁ ନେଇଆସିଲେ।ତାପରେ ନାଗୁଣୀ ତା ରୂପ ବଦଳାଇ ଗୋପାଳ କୁ ମାରିଦେଲା।