ରାଜ୍ୟ ଖବର

ବାହାଘର ପରେ କେମିତି ଅଛନ୍ତି katrina kaif ଜାରି କଲେ ବାହାଘର ପରର ଭିଡିଓ – ଦେଖନ୍ତୁ

ବଲିଉଡ୍ ଦୁନିଆରେ ସବୁବେଳେ ଚର୍ଚ୍ଚା ରେ ଥାନ୍ତି କ୍ୟଟ୍ରିନା । ସମସ୍ତ ଫିଲ୍ମ ରେ ଦମଦାର ଅଭିନୟ କରି ସବୁବେଳେ ଚର୍ଚ୍ଚା ସାଉଁଟନ୍ତି ।

ସମସ୍ତଙ୍କ ହୃଦୟରେ ସ୍ଵତନ୍ତ୍ର ଭାବେ ରାଜ କରନ୍ତି । ଗତ ଦିନରେ ତାଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ବର୍ତ୍ତମାନ୍ ଆମ ପାଖରେ ପହଞ୍ଚିଛି ତାଙ୍କ ବିବାହ ପରର ପ୍ରଥମ ଭିଡିଓ ।

କାଟ୍ରିନା ବିକି ଙ୍କୁ ବିବାହ କରିଥିବା ବେଳେ ଶାଶୁ ଘରକୁ ଯିବାପରେ ତାଙ୍କ ପାଇଁ ଭବ୍ୟ ଆୟୋଜନ ହୋଇଥିଲା ।

ଖୁସି ଖୁସି ନବ ବିବାହିତା ଯୋଡ଼ି ଙ୍କୁ ଅଶ୍ରିବାଦ ଦେଇଥିଲେ । କଟ୍ରିନା ଙ୍କ ତୁଳନା ରେ ବିକି ଙ୍କ ସମ୍ପତି କମ ଅଟେ କିନ୍ତୁ ସେ ମଧ୍ୟ କୋଟିପତି ଅଟନ୍ତି ।

ବିକି ଏଵଂ କାଟ୍ରିନା ଦୁହେଁ ପ୍ରେମ କରି ବିବାହ କରିଥିବା ବେଳେ ବର୍ତ୍ତମାନ୍ ଦୁହେଁ ଖୁସିରେ ଥିବାର ଜଣା ଯାଇଛିତେବେ ଏହି କ୍ଷେତ୍ରରେ ସୋସିଆଲ ମିଡିଆରେ ତାଙ୍କ ବାହାଘର ପରର ଭିଡିଓ ଭାଇରାଲ ହେବାରେ ଲାଗିଛି ଦେଖନ୍ତୁ ଏହି ଭିଡିଓ –

Leave a Reply

Your email address will not be published. Required fields are marked *