କେବିସି 13 : ଖାଦ୍ୟ ଡେଲିଭରି କରୁଥିବା ପ୍ରତିଯୋଗୀ ପାଇଁ ଅମିତାଭ ବଚ୍ଚନ ହେଲେ ଡେଲିଭରି ମ୍ୟାନ, ଭିଡିଓ କରିଦେବ ଇମୋସନାଲ
କନ ବନେଗା କରୋଡ଼ପତି 13 ର ଗୋଟିଏ ଏପିସୋଡ଼ ପାଇଁ ହୋଷ୍ଟ ଅମିତାଭ ବଚ୍ଚନ ଡେଲିଭରି ପର୍ସନ ଭାବେ କାମ କଲେ | ହଟ ସିଟରେ ବସିଥିବା ପ୍ରତିଯୋଗୀ ଆକାଶ ବାଘମାରେଙ୍କ ଇଚ୍ଛା ପୁରା କରିବାପାଇଁ ବିଗ ବି ତାଙ୍କୁ ଖାଇବା ଡେ଼ଲିଭର କଲେ | ଚ୍ୟାନେଲ ଲେଟେଷ୍ଟ ପ୍ରୋମୋ ରିଲିଜ କରିଛି, ଯାହା ବହୁତ ଈଂସ୍ପିରେସନଲ ଏବଂ ଇମୋସନାଲ କରିବା ଭଳି ଅଟେ | ଶୋର ପ୍ରତିଯୋଗୀ ଆକାଶ କୁହନ୍ତି ଯେ ସେ ପାଠପଢା ସହିତ … Read more