ବାପା ସହ ପଙ୍ଗା ନେବା ପଡ଼ିଲା ମହଙ୍ଗା ଦେଖନ୍ତୁ ଏହି ଭୟଙ୍କର ଦୃଶ୍ୟ ଆଖିରେ ନ ଦେଖିଲେ ବିଶ୍ୱାସ କରିବେନି
ଦୁନିଆରେ ସାପର ଅଢେଇ ହଜାର ରୁ ଅଧିକ ପ୍ରଜାତି ର ରହିଛନ୍ତି।ସେଥିରୁ କୋଡ଼ିଏ ପ୍ରତିଶତ ସାପ ବିଷଧର ହୋଇଥାନ୍ତି।କିନ୍ତୁ ଭାରତରେ ପ୍ରତ୍ୟେକ ବର୍ଷ ରେ ଅଢେଇ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କୁ ସାପ କାମୁଡି ଥାଏ।ପ୍ରାୟ ପଚାଶ ହଜାର ଲୋକଙ୍କର ମୃ-ତ୍ୟୁ ହୋଇଥାଏ। ସାପ କୌଣସି ବି ଜିନିଷ ଚୋବେଇକି ଖାଇନଥାନ୍ତି।ସାପ ତାର ମୁହଁର ଆକାରରେ ପଶୁ ମାନଙ୍କୁ ଗିଳି ଦେଇଥାନ୍ତି।ମେଣ୍ଢା,ଝିଟିପିଟି,ମୂଷା ଙ୍କୁ ଗିଳି ଦେଇଥାଏ।ଆଫ୍ରିକାରେ ଦେଖା ଯାଉଥିବା ଅଜଗର ଏତେ ବଡ଼ ହୋଇଥାଏ ଛୋଟ ଗାଇଁ … Read more