ଦେଖନ୍ତୁ ମୃତ୍ୟୁ ର viral video, ଅଚାନକ ଯୁବକ ର ଜୀବନ କେମିତି ଗଲା ଦେଖନ୍ତୁ…

ମୃ-ତ୍ୟୁ ପାଇଁ ଯେମିତି, କେଉଁଠି ବି କଟକଣା ନାହିଁ।ମୃ-ତ୍ୟୁ ଟି କେବେ ବି କେତେବେଳେ ବି ଆସିପାରେ।ଆଉ ବର୍ତମାନ ଯୁବପିଢି ତ ମୃ-ତ୍ୟୁ କୁ ଏମିତି ଡାକି ନେଇ ଆସୁଛନ୍ତି।ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ୍ ହେଉଛି।ଯୁବକ ଜଣଙ୍କ ୱାଟର ଫଲରେ ବିପଦ ଜନକ୍ ଭାବରେ ତଳକୁ ଖସୁଛନ୍ତି।ସେହି ଯୁବକର ସାଙ୍ଗମାନେ ଭିଡିଓ ସୁଟିଂ କରୁଥିଲେ।

 

ଯୁବକଟି ଖସିଲା ବେଳେ ମୁଣ୍ଡଟି ପଥରରେ ଛେଚି ହୋଇଗଲା।ଏବଂ ଯୁବକ ଜଣଙ୍କ ସିଧା ଯାଇ ଗଭୀର ପାଣି ଭିତରେ ପଡ଼ିଲେ।କ୍ଷଣିକ ମଜା ନେଇ ଗଲା ଜୀବନ।ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲାର କାଲିମେଳା ଅନ୍ତର୍ଗତ ବେଢାଙ୍ଗି ବାଡା ପଞ୍ଚାୟତ ର ବେହେରା ଗୁଡ଼ା ନିକଟରେ।ଏଠାରେ ଥିବା ଜଳ ପ୍ରପାତରେ ଏଭଳି ଭାବେ ମୃ-ତ୍ୟୁ ଘଟିଛି ଜଣେ ଯୁବକଙ୍କର।

 

ସାଙ୍ଗ ମାନଙ୍କ ସହ ମଜା କରିବା ପାଇଁ ଗାଧୋଇବାକୁ ଯାଇଥିଲେ ଗମ୍ଫାକୋଣ୍ଡା ପଞ୍ଚାୟତ ଏମ୍ ପି ଭି ୨୬ ଗ୍ରାମର ବିଜୁ ମଟଳ।ଜଳ ପ୍ରପାତ ରେ ଖସିଲା ବେଳେ ମୁଣ୍ଡ ବାଡେଇ ହେଇ ସେ ଗୁରୁତର ଆହତ ହୋଇଥିଲେ।ତାଙ୍କୁ ସାଙ୍ଗମାନେ ଉଦ୍ଧାର କରି ପ୍ରଥମେ ଏମ୍ ଭି ୨୧ ଓ ପରେ ମାଲକାନାଗିରି ହସ୍ପିଟାଲ୍ କୁ ନେଇଥିଲେ।

 

କିନ୍ତୁ ଡାକ୍ତର ତାଙ୍କୁ କୋରାପୁଟ କୁ ନେଇଯିବା ପାଇଁ କହିଥିଲେ।କୋରାପୁଟ ନେଲା ବେଳେ ବାଟରେ ବିଜୁଙ୍କର ମୃ-ତ୍ୟୁ ହୋଇଥିଲା। ବିଜୁର ମୃ-ତ୍ୟୁ ରେ ଶୋକରେ ଡୁବି ଯାଇଛନ୍ତି ସାରା ଗାଁ।ସାମାନ୍ୟ ଅସାବଧାନତା କିଭଳି ମୁହୂର୍ତ୍ତକ ରେ ଜୀବନ ନେଇଯାଉଛି।

Leave a Comment