ରାଜ୍ୟ ଖବର

Fake dragee ରୁ fake Dr ଉପାଧି Anubhav Mohanty ଙ୍କୁ ଡାକ୍ତର ଉପାଧି ଦେଲା କିଏ ? ଦେଖନ୍ତୁ କେମିତି ହେଲେ ଡାକ୍ତର

ଏବେ ଚର୍ଚ୍ଚାରେ ସଂସଦ ଅନୁଭବ ମହାନ୍ତିଙ୍କ ଡକ୍ଟରେଟ୍।ବେନାମୀ କଲେଜ ରୁ ମିଳିଛି ଉପାଧି।କଲେଜ ର ଆକ୍ରଡେସନ୍ ନାହିଁ କି ଅପରେଶନାଲ୍ କ୍ୟାମ୍ପସ ନାହିଁ। ଫାକଲ୍ଟିଙ୍କ ବିଷୟରେ ମଧ୍ୟ କିଛି ସୂଚନା ନାହିଁ।

ଡିସେମ୍ବର ୭ ରେ ଦିଲ୍ଲୀରେ ସମ୍ମାନ ହାତେଇଛନ୍ତି ଅନୁଭବ। ପେକ୍ ୟୁନିଭର୍ସିଟି ରୁ ଫେକ ଡିଗ୍ରୀ।ଏଥର କିନ୍ତୁ ନିଜ ଉପାଧି କୁ ନେଇ ନିକଟରେ ଆମେରିକା ଇଣ୍ଟରନେସନାଲ ୟୁନିଭର୍ସିଟି ରୁ ସମ୍ମାନ ଡ୍ଡକ୍ଟରେଟ୍ ପାଇଛନ୍ତି ବି. ଜେ.ଡି ର କେନ୍ଦ୍ରାପଡ଼ା ସଂସଦ ଅନୁଭବ ମହାନ୍ତି।

ଏହି ବିଶ୍ଵବଦ୍ୟାଳୟରେ କୌଣସି ସୂଚନା ନାହିଁ।ଅକ୍ଟୋବର ୨୦୨୧ରେ ଏହି ଅନୁଷ୍ଠାନ ପଞ୍ଜିକୃତ ହୋଇଛି। ବର୍ଷକ ପାଇଁ ପଞ୍ଜିକୃତ ହୋଇଛି ।

ସେଥିରେ କେବଳ ଚେୟାମେନ ଙ୍କ ଫଟୋ ରହିଛି।କୌଣସି ପ୍ରିନସିପଲ୍ ଏବଂ ଫକାଲଟି ଙ୍କ ବିଷୟରେ ଉଲ୍ଲେଖ ନାହିଁ।କିନ୍ତୁ ଚେୟାମେନ ଙ୍କ ନାଁ ଗୁଗୁଳ ରେ ଖୋଜିଲେ ମଧ୍ୟ ମିଳୁନାହିଁ।ଏହି ବିଶ୍ଵବଦ୍ୟାଳୟ ଅନ୍ୟ ଏକ ବିଶ୍ଵବିଦ୍ୟାଳୟ ସହିତ ଅନୁବନ୍ଧିତ ହୋଇଛି।

ଆମେରିକାର ବିଶ୍ଵବିଦ୍ୟାଳୟ ଜିଓ ନମ୍ବର୍ ବ୍ୟବହାର କରୁଛନ୍ତି।ନିକଟରେ ଦିଲ୍ଲୀ ର ଇଣ୍ଟରନେସନାଲ ସେଣ୍ଟର୍ ରେ ଆୟୋଜିତ କାର୍ଯ୍ୟକ୍ରମରେ ଡକ୍ଟରେଟ୍ ଉପାଧି ମିଳିଥିଲା।

 

ନିଜେ ଯାଇ ଉପାଧି ଗ୍ରହଣ କରିଥିଲେ।ସୋସିଆଲ ମିଡିଆରେ ଏତେ ଆକ୍ଟିଭ ରହୁଥିବା ସଂସଦ ଏତେ ବଡ଼ ସମ୍ମାନ ମିଳିଲା ପରେ କାହିଁକି ପୋଷ୍ଟ କରିଲେ ନାହିଁ?ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *