ରାଜ୍ୟ ଖବର

Sumit ଫେରାର ହେଲାପରେ ଗେଷ୍ଟ ହାଉସ ର ଭଡ଼ା କିଏ ଦେବ ?? tapaswini କଲେ ସ୍ବାମୀ ନାଁ ରେ FIR..

ତପସ୍ଵନୀ ସତ କଥା କହିଛନ୍ତି।ସକାଳ ୭:୧୫ହେଲାଣି ଏଯାଏଁ ସୁମିତ ଘରକୁ ଫେରି ନାହାନ୍ତି।କଲ୍ ବି କରିନାହାନ୍ତି , ତପଶ୍ୱନି ଏକଲା ଅଛନ୍ତି ପାଖରେ ଟଙ୍କାଟେ ଭି ନାହିଁ।ଯଦି ସୁମିତ ଘର ଖୋଜିବାକୁ ଯାଇଛନ୍ତି,ତାଙ୍କର ଦେହ ଖରାପ୍ ଅଛି,ପୋଲିସଙ୍କ ଉପସ୍ଥିତିରେ ସେ ଯାଇ ସ୍କୁଟିରେ ବସି ପଳେଇଲେ,ପୋଲିସ ତାଙ୍କ ପଛରେ ଗୋଡାଉଥିଲେ,ସେମିତି କଣ ଘର ଦେଖିବାକୁ ଯାଆନ୍ତି କି?

 

ଦେହ ଖରାପ୍ ଥିଲେ ଏମିତି ଦୋଉଡିକି ଗାଡ଼ିରେ ବସି ଯାଆନ୍ତି କି?ତାଙ୍କୁ ଦାୟିତ୍ଵ ଦିଆଯାଇଛି ତପଶ୍ୱନୀଙ୍କର ଦାୟିତ୍ଵ ବହନ କରିବ।ସୁମିତ ଏଯାଏଁ କିଛି ଦାୟିତ୍ଵ ନେଇନାହାନ୍ତି।ଓକିଲ ବେହେରା ସାର୍ କହୁଥିଲେ ସେ ତାଙ୍କ ଦାୟିତ୍ଵ ରେ ଓହରି ନାହାନ୍ତି ,ତାଙ୍କ ଦେହ ଖରାପ୍ ଯୋଗୁ ଏମିତି ହୋଇଛି।

 

ସୁମିତ ସାହୁ କହିଛନ୍ତି କି ମୋର ଦେହ ଖରାପ୍ ବୋଲି?ଯଦି ବାଲିସରା ରେ ଅଛନ୍ତି ତାହେଲେ ତପଶ୍ୱନୀଙ୍କୁ କଲ୍ କରି କାହିଁକି କହିନାହାନ୍ତି?ଏଇଟା ସମ୍ପୂର୍ଣ୍ଣ ମିଛ ବୋଲି ତପଶ୍ଵନୀ କହିଛନ୍ତି। ତାପଶ୍ୱନୀ ଙ୍କ ଦେହ ଭଲ ନଥିଲା ତାଙ୍କୁ ଆଇଆଇସି ବାଲି ସରା ପଠେଇଦେଇଥିଲେ।

ତେବେ ସେ ଦିନ ପଚାରିଥିଲେ କି ଆସ୍କା କଣ ପାଖରେ ନାହିଁ କି? ତପଶ୍ୱନି ସୁମିତ ଙ୍କୁ ପଚାରୁଛନ୍ତି ଆସ୍କା କଣ ପାଖରେ ନାହିଁ କି? ବାଲିସରା କାହିଁକି ଯାଇଛ?୨୪ଘଣ୍ଟା ହେଇଯିବ ଏଯାଏଁ କିଛି ଜନେଇନାହନ୍ତି।ଏଇଠି ବହୁତ୍ ପ୍ରକାର ମିଛ ରହୁଛି ବୋଲି ତପଶ୍ୱନି କହିଛନ୍ତି।

Leave a Reply

Your email address will not be published. Required fields are marked *