ଓଡିଶା ମାଟିର କୁନି ପୁଅ ଓଲଟା କହି କଲେ ୱାର୍ଲଡ ରେକର୍ଡ

ସୋସିଆଲ ମିଡିଆରେ ଦୈନନ୍ଦିନ ଏମିତି କିଛି ଭାଇରଲ ହୋଇଥାଏ ଯାହାକୁ ଦେଖିଲେ ଆମ ମନ ପୁରା ଖୁସି ହୋଇଯାଏ | ଆଉ ସେ ଭିତରୁ ଯଦି ଆମ ରାଜ୍ୟ କିମ୍ବା ଦେଶର ଯଦି କେହି ତାଙ୍କ ପ୍ରତିଭା ପାଇଁ ଭାଇରଲ ହୋଇଥାଏ ତେବେ ଦେଶ ବାସୀଙ୍କ ବା ରାଜ୍ୟବାସୀଙ୍କ ଖୁସି କହିଲେ ନାସାରେ | ଆଜି ଆମେ ଆପଣଙ୍କୁ ଏମିତି ଏକ କୁନି ପୁଅଙ୍କ ବିଷୟରେ କାହଁହିବାକୁ ଯାଉଛି ଯାହାକୁ ଦେଖିଲେ ଆପଣ ବି କହିବେ ସତରେ ତୁଳସୀ ଦୁଇ ପତ୍ରରୁ ବାସେ |

ଅତି କମ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି ଏହି କୁନି ପୁଅ | ତାଙ୍କ ପାଖରେ ଅଛି ବହୁ ବିଚକ୍ଷଣ ପ୍ରତିଭା | ସେ ବିଭିନ ପ୍ରକାର ଇଂରାଜୀ ଶବ୍ଦକୁ ପ୍ରଥମେ ଠିକ ଭାବେ ଏବଂ ପରେ ଓଲଟା ଭାବେ କହିଛନ୍ତି | କେବଳ ଏତିକି ନୁହଁ ୧ ରୁ ୧୦୦ ଯାଏଁ ସଂଖ୍ୟାକୁ ପ୍ରଥମେ ଠିକ ଭାବେ ଏବଂ ପରେ ଓଲଟା ଭାବେ କହିଛନ୍ତି | ସେ ୩୦ ରୁ ଅଧିକ ଇଂରାଜୀ ଗୀତ ଗାଇ ଅତି କମ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି |

ତେବେ ଏହି କୁନି ପ୍ରତିଭା ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ନିଲଂଚଳ ନଗର ଚତୁର୍ଥ ଲାଇନର ସିଦ୍ଧାର୍ଥ ଦାସଙ୍କ ପୁଅ ଆରବ ଦାଶ| ତାଙ୍କର ପ୍ରତିଭା ଦେଖି ସାରା ଦେଶରୁ ପ୍ରସଂସାର ସୁଅ ଛୁଟିଛି | ଏମିତି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କୁନି ପ୍ରତିଭା କୁ ପ୍ରଶଂସା ନକରି ରହି ପରି ନାହାନ୍ତି |

ତେବେ ବନ୍ଧୁଗଣ ଏହି ଭିଡିଓ ଦେଖି ଆପଣ କଣ କହିବାକୁ ଛଃଉଁଛନ୍ତି ଆମକୁ କମେନ୍ଟ କରି ନିଶ୍ଚିନ୍ତ ଜଣାନ୍ତୁ | ଏହି ପରି କୁନି ପ୍ରତିଭାକୁ ଆପଣ ଗୋଟିଏ ଲାଇକ ଦେବା ସହ ଗୋଟିଏ ସେୟାର ମଧ୍ୟ କରନ୍ତୁ |

Leave a Comment