ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା: ବିଦ୍ୟାଭାରତୀ ଯିବେ ବଲାଙ୍ଗୀର, ଏହା କୌଣସି ନୂଆ ପ୍ଳାନ ନୁହଁ ତ ?

ଏସିଏଫଓ ସୌମ୍ଯରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ବର୍ତ୍ତମାନ ଦେଢ ମାସ ପାଖାପାଖି ବିତିଗଲାଣି। କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ ପ୍ରକୃତ ଦୋଷୀ ଧରାପଡିନାହାନ୍ତି। ବର୍ତ୍ତମାନ ଏହି ମାମଲକୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଅଛି। ତଦନ୍ତରେ ସେ ସମସ୍ତଙ୍କୁ ଡାକିକି ଜେରା କରୁଅଛି। ଜେରାରେ ସୌମ୍ଯଙ୍କ ସ୍ତ୍ରୀ ବିଦ୍ୟାଭାରତୀ ମଧ୍ୟ ସାମିଲ ଅଛନ୍ତି। ତାଙ୍କୁ ବହୁତ ସମୟ ପର୍ଯ୍ଯନ୍ତ ଧରି ଜେରା କରଯାଇଥିଲା।

ବର୍ତ୍ତମାନ ଏହି ମାମଲାର ଏକ ନୂଆ ମାମଲା ସାମ୍ନାକୁ ଆସିଛି। ଏସିଏଫଓ ସୌମ୍ଯରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ ବଲାଙ୍ଗୀର ଯିବେ। ଯେଉଁଥିରେ ସେ ରହି ପାଠ ପଢୁଥିଲେ ସେଠାରେ ସେ ତାଙ୍କର ଏକ ପରୀକ୍ଷା ଦେବା ପାଇଁ ଯିବେ। ବର୍ତ୍ତମାନ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଆସୁଛିକୁ ସେ ସେଠାକୁ ପରକ୍ଷା ଦେବା ଯିବେ ନା ଏହା ପଛରେ କୌଣସି ପ୍ରକାର ଉଦ୍ଦେଶ୍ୟ ରହୁଛି। ସେଠାକୁ ସେ କୌଣସି ନୂଆ ପ୍ଳାନ କରିବାକୁ ଯାଉନାହାନ୍ତି ତୋ। ବର୍ତ୍ତମାନ ବିଦ୍ୟାଭାରତୀ ଡିଏଫଓଙ୍କ ସହ ମିଶି କୌଣସି ନୂଆ ପ୍ଳାନ ରଚୁଛନ୍ତି। ବର୍ତ୍ତମାନ ଆଗକୁ ଜଣାପଡିବକି ସେ ବଲାଙ୍ଗୀର ପରୀକ୍ଷା ଦେବାକୁ ଯାଉଛନ୍ତି କି ନା ତାଙ୍କ ଯିବା ପଛରେ କୌଣସି କାରଣ ଅଛି।

ଆପଣଙ୍କୁ ସୂଚନା ପାଇଁ ଜଣାଇଦେଉଛୁକି ଏସିଏଫଓ ସୌମ୍ଯରଞ୍ଜନ ମହାପାତ୍ର ନିକଟ ଅତୀତରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ। ତାଙ୍କର କ୍ଵାଟରରେ ସେ ନିଆଁରେ ପୋଡିଯାଇଥିଲେ। ତାପରେ ତାଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲ ନିଆ ଯାଇଥିଲା ଓ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସା ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ ତାଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିନାହିଁ। ବର୍ତ୍ତମାନ ଏହି ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଅଛି।

Leave a Comment