ରାଜ୍ୟ ଖବରଭାଇରାଲ ଭିଡିଓ

ଶ୍ଵଶୁରଙ୍କ ସହିତ ନାଚିଲେ ବୋହୁ, ନିଆଁ ପରି ଭାଇରାଲ ହେଉଛି ଭିଡିଓ

ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାର ନାଚ ଦେଖିଥିବେ। ଯେଉଁଥିରେ ପୁଅ-ଝିଅ ନଛନ୍ତି। କେତେବେଳେ ପ୍ରେମିକ-ପ୍ରେମିକା ନାଚନ୍ତି। ଆଉ କେତେବେଳେ ସ୍ଵାମୀ-ସ୍ତ୍ରୀଙ୍କର ଭିଡିଓ ଭାଇରାଲ ହୁଏ। ସୋସିଆଲ ମିଡିଆରେ ଏହିପରି ଅନେକ ଭିଡିଓ ପ୍ରତ୍ଯେକ ଦିନ ଭାଇରାଲ ହୁଏ, ତେବେ, ଏହି

ସେହିପରି ଆଜି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଉଛି, ଯେଉଁଥିରେ ଜଣେ ବୋହୁ ନିଜର ଶ୍ଵଶୁରଙ୍କ ସହିତ ନାଚୁଛନ୍ତି। ସେ ନିଜର ଶ୍ଵଶୁରଙ୍କ ସହିତ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ତାଙ୍କର ନାଚକୁ ଦେଖି ଲୋକମାନେ ଅନେକ ପ୍ରକାର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ତେବେ ଏହା ପରେ ଭିଡ଼ିଓ ଦେଖି!!

କିଛି ଲୋକଙ୍କର କହିବା କଥାକି ବୋହୁ ହୋଇ ଶ୍ଵଶୁରଙ୍କ ସହିତ ନାଚୁଛି। କିଛି ଲୋକ ଆହୁରି ମଧ୍ୟ କହୁଛନ୍ତିକି ଏ ସମାଜରେ ସବୁ କଣ ଘଟୁଛି.. କିନ୍ତୁ ବୋହୁ-ଶ୍ଵଶୁରଙ୍କର ନାଚ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି…

Leave a Reply

Your email address will not be published. Required fields are marked *