ମିଳିଲା ବଡ ଖବର Mihir Das ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର ଆଉ ଦିଶିବନି ଆଶାର ଆଲୋକ

ମିହିର ଦାସ ଙ୍କ କିଡନୀ ଖରାପ ପାଇଁ କଟକ ମେଡିକାଲ ସ୍ଥିତ ଏକ ଘରୋଇ ମେଡିକାଲ ରେ ଆଡମିଟ ହୋଇଥିଲେ । ଦୀର୍ଘ ଏକ ମାସ ଧରି ଚିକିତ୍ସା ହେଉଥିବା ବେଳେ ବର୍ତ୍ତମାନ୍ ପର୍ଯ୍ୟନ୍ତ ତାଙ୍କ ଅବସ୍ଥାରେ କୌଣସି ସୁଧାର ମିଳି ନଥିଲା ।

ମିହିର ଦାସ ଙ୍କ ୬୩ ବର୍ଷ ବୟସରେ ଆଜି ମୃ-ତ୍ୟ ହୋଇଛି । ମିହିର ଦାସ ଆଲିଉଡ ଜଗତର ଜଣେ ଦିଗ ବିଜୟୀ ଅଭିନେତା ଥିଲେ । ନିଜର ଯୁବକ ଅବସ୍ଥାରୁ ଏବେ ପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଯୋଡ଼ି ହୋଇ ରହିଥିଲେ । ତେବେ ଏବେ ଏବେ ତାଙ୍କ ମୃ-ତ୍ୟୁ ଖବର ଶୁଣିବାକୁ ମିଳିଛି ।

ମିହିର ଦାସ ନିଜେ ଫିଲ୍ମ ଦୁନିଆର ସଫଳ ଅଭିନେତା ହୋଇଥିବା ବେଳେ ତାଙ୍କ ପୁଅକୁ ମଧ୍ୟ ଫିଲ୍ମ ଜଗତରେ ସଫଳ ଅଭିନେତା କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ । ପୁଅ ଅମ୍ଳାନ ଙ୍କୁ ମଧ୍ୟ ଅଲିଉଡ ଦୁନିଆର ଅଭିନେତା ଭାବେ ଗଢି ତୋଳି ଥିଲେ ମିହିର ଦାସ ।

ତେବେ ତାଙ୍କ ମୃତ୍ୟୁ ପାଇଁ ଓଡ଼ିଶା ବାସୀ ଗଭୀର ଭାବରେ ମର୍ମାହତ । ଆଶାର ଆଲୋକ ସୋ ରେ ସମସ୍ତ ବିଶେଷ ଦମ୍ପତି ଙ୍କୁ ମିଳନ କରିବାରେ ସାହାର୍ଯ୍ୟ କରୁଥିଲେ ମିହିର ଦାସ ।

Leave a Comment