ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଘଟଣା ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ୟୁଟ୍ୟୁବରେ ଚ୍ୟାନେଲ ଖୋଲିଥିଲେ । ଏହି ମହିଳା ଜଣକ ସୋନାଲି ଓଡ଼ିଆ ନାମକ ଏକ ଚ୍ୟାନେଲ ଖୋଲିଥିଲେ । ସେ ସବୁଦିନେ ତାଙ୍କ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିଥାନ୍ତି । ଏହି ମହିଳା ଜଣକ ତାଙ୍କ ୟୁଟ୍ୟୁବରେ ଅନେକ ପ୍ରକାରର ଭିଡିଓ ପକାଇଛନ୍ତି ।ଆଉ ଏବେ ତାଙ୍କ ୟୁଟ୍ୟୁବରେ ତାଙ୍କର ଭିଡିଓ ସହିତ ତାଙ୍କର ଉଲଗ୍ନ ଫଟୋ ଦେଖିବାକୁ ମିଳୁଛି । ଯେଉଁ ଯୁବକ ଜଣକ ତାଙ୍କର ଏଭଳି ଉଲଗ୍ନ ଫଟୋ ଛାଡିଛନ୍ତି ସେ ହେଉଛନ୍ତି ବିପ୍ଳବ ପରିଡ଼ା ।
ଏହି ଯୁବକ ଜଣକ ଗୋଟିଏ ଫାଇନାନ୍ସିଆଲ୍ କମ୍ପାନୀରେ କାମ କରୁଥିଲେ । ଏହି ଯୁବକ ଜଣକ ମହିଳାଙ୍କୁ ଲୋନ ଦେଇଥିଲେ । ଆଉ ଲୋନ୍ କିସ୍ତି ନେବା ପାଇଁ ତାଙ୍କ ଘରକୁ ମଧ୍ୟ ଯାଉଥିଲେ । ସେ ବାରମ୍ବାର ତାଙ୍କ ଘରକୁ ଯିବା ଦ୍ଵାରା ଏହି ମହିଳାଙ୍କ ସହିତ ଏକ ତରଫା ପ୍ରେମ କରି ବସିଥିଲେ । ସେହି ବିପ୍ଳବ ମହିଳାଙ୍କୁ ବାଧ୍ୟ କରିଥିଲା ।ମହିଳା ଜଣକ ତାଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ବିପ୍ଳବ । ମହିଳା ଜଣକ ବିବାହିତା ଅଟନ୍ତି ଏବଂ ତାଙ୍କର ଗୋଟିଏ ନାବାଳିକା ଶିଶୁ ମଧ୍ୟ ଅଛି । ବିପ୍ଳବ ଏହି କଥା କହିବା ପରେ ମହିଳା ଜଣକ ତାଙ୍କୁ ମନା କରି ଦେଇଥିଲେ । ଆଉ ଏହାପରେ ମହିଳା ଜଣକ ଉପରେ ବିପ୍ଳବ ରାଗି ଯାଇ ତାଙ୍କର ଉଲଗ୍ନ ଫଟୋ ସୋସିଆଲ ମିଡିଆରେ ସେୟାର କରିଛି ।
ଏହି ନୃଶଂସ ଯୁବକ ଜଣକ ଏଭଳି ସବୁ କାମ କରିଛନ୍ତି । ଏହି ନୃଶଂସ ଯୁବକ ଜଣକ ମହିଳାଙ୍କୁ ଧମକ ମଧ୍ୟ ଦେଇଛନ୍ତି । ତାଙ୍କ ନାବାଳିକା ଝିଅକୁ ମାରିଦେବେ ବୋଲି ମଧ୍ୟ ଏହି ନୃଶଂସ ଯୁବକ ଜଣକ ଧମକ ଦେଇଛନ୍ତି । ଏବେ ଏହି ମହିଳା ଜଣକ ସାଇବର ସେଲରେ ଏହି ନୃଶଂସ ଯୁବକ ବିପ୍ଳବ ନାଁରେ ଅଭିଯୋଗ ଦେଇଛନ୍ତି । ଏବେ ସେ ନ୍ୟାୟ ଦାବି କରିଛନ୍ତି । ପାଟକୁରା ଥାନା ଅନ୍ତର୍ଗତ ଭରତପୁର ଗାଁର ଦମୟନ୍ତୀ ନାମକ ମହିଳା ୟୁଟ୍ୟୁବରଙ୍କ ସହିତ ଏଭଳି ଘଟିଛି । ବିପ୍ଳବ ତାଙ୍କ ଫ୍ୟାନ କହି ପ୍ରେମ ସମ୍ପର୍କ କରିବାକୁ ଚାହୁଁଥିଲେ ଆଉ ସେ ମନା କରିବାରୁ ତାଙ୍କର ଫଟୋ ଉଲଗ୍ନ ଫଟୋ ଏଡିଟ୍ କରି ଇନଷ୍ଟାଗ୍ରାମ ଆଇଡି ଖୋଲି ସେଥିରେ ଅପଲୋଡ଼ କରିଥିଲେ । ଏବେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।