ରାଜ୍ୟ ଖବର

କିଛି ଦିନ ଆଗରୁ ରସୁଲଗଡ଼ ରେ ହେଇଥିବା ଝିଅ ଦୁଷ୍କର୍ମ ଉଦ୍ୟମ ର ମୁଖ୍ୟ ଅଭିଯୁକ୍ତ ମାଛ ଧରୁଥିବା ବେଳେ ପୋଲିସ ଜାଲ ରେ ଧରାପଡିଲା

ଭୁବନେଶ୍ୱର ରେ କିଛି ଦିନ ଆଗରୁ ଗୋଟେ ଝିଅ କୁ ଗୋଡ଼େଇ ଗୋଡ଼େଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ କୁ ଗତକାଲି ପୋଲିସ ମାଛ ଧରୁଥିବା ସମୟରେ ଉଠେଇ ଆଣିଚି,

ଗତ କିଛି ଦିନ ପୂର୍ବେ ଭୁବନେଶ୍ୱର ମଞ୍ଚେଶ୍ୱର୍ ରେ ଥିବା ଫ୍ୟାକ୍ଟ୍ରି ରୁ କାମ ସାରି ଫେରୁଥିବା ବେଳେ ଗୋଟେ ଝିଅ କୁ ଅଧ ରାସ୍ତା ରେ ଦୁଇଜଣ ଯୁବକ ଘେରି ଝିଅ ର ସମ୍ବେଦନ ଶିଳ ଅଙ୍ଗ ଧରିବା ସହ ଦୁଷ୍କର୍ମ ଚେଷ୍ଟା କରିଥିଲେ

ଏହା ସର୍ବସମ୍ମୁଖେ ହେଉଥିବା ସତ୍ତ୍ବ ରେ କେହି ବିରୋଧ କରିନଥିଲେ, ଓଲଟା ଜନେ ୱେବ୍ ଚ୍ୟାନେଲ ସାମ୍ବାଦିକ ଏହା ଭିଡିଓ ସୁଟ୍ କରିବାରୁ ତାହା ମଧ୍ୟ ଭାଙ୍ଗି ଦେଇଥିଲେ ଲୋକ ମାନେ

ଏପଟେ ଝିଅ ଟି ବହୁତ୍ ଡରିଯାଇ ଥାନା ରେ କେସ କରିଥିଲା ଆଉ ପୋଲିସ ସବୁ ଗଣମାଧ୍ୟମ ର ଚାପ ରେ ଆସି ମାମଲା ଟି କୁ ୨ ଦିନ ରେ ଶେଷ କରିଛି, ଅଭିଯୁକ୍ତ ଜନେ ସ୍ଥାନୀୟ ବାସିନ୍ଦା ହେଇଥିବାରୁ ତାକୁ ବଞ୍ଚେଇବାକୁ କିଛି ଲୋକ ସାମ୍ବାଦିକ ଙ୍କ କ୍ୟାମେରା ଭାଙ୍ଗିଚନ୍ତି ଆଉ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ

Leave a Reply

Your email address will not be published. Required fields are marked *