ମମିତା କେସ ରେ ନୂଆ ମୋଡ଼, ମିଳିଗଲା ବହୁ ଚର୍ଚ୍ଚିତ ପ୍ରମାଣ??

ବହୁ ଚର୍ଚିତ ମମିତା ମେହେର ମୃତ୍ୟୁ ମାମଲାରେ ଓଡ଼ିଶାରେ ସମସ୍ତ ପକ୍ଷେ ଦୋଷୀକୁ ଦଣ୍ଡ ଦେବାପାଇଁ ଦାବି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋବିନ୍ଦ କୁ କାହିଁକି ଦଣ୍ଡ ମିଳିନାହିଁ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନସୃଷ୍ଟି ହୋଇଛି l ସମସ୍ତ ପ୍ରମାଣ ଗୋବିନ୍ଦ ସାହୁ ଙ୍କ ବିରୁଦ୍ଧରେ ଥାଇ ମଧ୍ୟ ଏପରି ଦୋଷୀଙ୍କୁ କାହିଁକି ଶୀଘ୍ର ରୁ ଶୀଘ୍ର ଦଣ୍ଡ ଦିଆଯାଉ ନାହିଁ ସେ ନେଇ ବିରୋଧୀ ଦଳ ଙ୍କ ପ୍ରତିବାଦ ସୃଷ୍ଟ ହୋଇଛି l

ଝିଅ ମାନଙ୍କୁ ନେଇ କଲେଜ ରେ ଅନୈତିକ କାର୍ଯ୍ୟକରିବା ସମ୍ପୂର୍ଣ୍ଣ ରୂପେ ମହଙ୍ଗା ପଡିଛି l ଶିକ୍ଷା ଅନୁଷ୍ଠାନ ହେଉଛି ମା ସରସ୍ବତୀ ଙ୍କ ବାସସ୍ଥଳୀ ଯଦି ସେଠାରେ ଏପରି ଘୃଣ୍ୟ କାର୍ଯ୍ୟ ହୋଇପାରିଲା ଏବଂ ମମିତା ଙ୍କ ଭଳି ନିରୀହ ଜୀବନ କୁ ଏମିତି ଜୀବନ ତ୍ୟାଗ କରିବାକୁ ପଡିଲା ତେବେ ଦେଶର ମା ଭଉଣୀ କେଉଁ ରୂପରେ ସୁରକ୍ଷିତ ଅଛନ୍ତି ତାହା ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟିକରିଛି l

ଗୋବିନ୍ଦ ସାହୁ ନିଜ ମୁଁହରେ ନିଜ ଦୋଷ ସ୍ୱୀକାର କରିଥିବା ବେଳେ ତା କ୍ଷେତ୍ରରେ କାହିଁକି ଦଣ୍ଡ ବ୍ୟବସ୍ତା କଠୋର ହେଇପାରୁ ନାହିଁ l ଅନ୍ୟକ୍ଷେତ୍ରରେ ଏପରି କଠୋର ମୃ-ତ୍ୟୁ ମମିତା ପାଇଥିଲେ ସେହିପରି ଭାବରେ ତାଙ୍କ ଦୋଷୀଙ୍କୁ ମଧ୍ୟ ଦଣ୍ଡ ଦିଆଯାଉ ଯେପରି କେହି ଏପରି ଭୟଙ୍କର କାର୍ଯ୍ୟ କରିବାପାଇଁ କେହି ସାହାସ ମଧ୍ୟ କରିବେ ନାହିଁ l ମମିତାଙ୍କୁ ନ୍ୟାୟ ଦେଲେ ହିଁ ଦେଶ ଏବଂ ରାଜ୍ୟର ପ୍ରତ୍ୟକ ଝିଅ ବୋହୁ ସୁରକ୍ଷିତ ରହିବେ l

https://youtu.be/DqQmo7PGOI0

ଏପଟେ ମମିତାଙ୍କୁ ନ୍ୟାୟ ଦେବାପାଇଁ ଏବଂ ଲୋକମାନଙ୍କୁ ଆଖିରୁ ଅନ୍ଧ ପୁଟୁଳି ଖୋଲିବା ପାଇଁ ସୁଭାଶିଷ ଷଡ଼ଙ୍ଗୀ ମଧ୍ୟ ଅନେକ ଥର ସୋସିଆଲ ମିଡିଆରେ ଭିଡ଼ିଓ ଦ୍ୱାରା ସଚେତନ କରାଇବା ସହ ମମିତାଙ୍କୁ ନ୍ୟାୟ ଦେବାପାଇଁ ପୂର୍ଣ ରୂପରେ ସହଯୋଗ କରୁଛନ୍ତି l ଏହି ସମ୍ପର୍କରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ..

Leave a Comment