Ollywood

ଶାଶୂଘରେ କେମିତି ଅଛନ୍ତି ନବ ବିବାହିତା Somalin Parida ଦେଖନ୍ତୁ ଭିଡ଼ିଓ କେମିତି ସ୍ୱାମୀଙ୍କ ସହ ଖୁଶିରେ ଦିନ କାଟୁଛନ୍ତି

ବନ୍ଧୁଗଣ ସୋମାଲୀନ ଏବଂ ଜ୍ୟାଙ୍କଲୀନ ପରିଡା ଦୁଇ ଯାଆଁଳା ଭଉଣୀ ଅଟନ୍ତି l ଦୁଇ ଜଣଙ୍କ ମୁଁହଁ ଦେଖିବାକୁ ପୁରା ଏକା ପରି l ରଜ କୁଇନ ରିୟାଲିଟି ଶୋ ରେ ନିଜର ଜଲ୍ୱୱା ଦେଖେଇ ଆଗକୁ ବଢିଥିଲେ ଦୁଇ ଭଉଣୀ l

ଦୁଇ ଜଣଙ୍କ ଅଭିନୟ ଏବଂ ନାଚ ଏତେ ଚମତ୍କାର ଥିଲା ଯେ ଦୁହିଁଙ୍କୁ ରାତା ରାତି ଫେମସ କରିଦେଇଥିଲା l କିଛି ଦିନ ପୂର୍ବେ ଜ୍ୟାଙ୍କଲୀନ ଙ୍କ ବିବାହ ସମ୍ପର୍ଣ ହୋଇଥିବା ବେଳେ ବର୍ତ୍ତମାନ ନିଷିଦ୍ଧ ଙ୍କ ସହ ସୋମାଲିନ ଙ୍କ ବିବାହ ସମ୍ପର୍ଣ ହୋଇଛି l

ସୋମାଲିନ ମଧ୍ୟ ପ୍ରେମ ବିବାହ କରିଛନ୍ତି l ନିଷିଦ୍ଧ ଙ୍କର ଏକ ବଡ଼ ଭଉଣୀ ଥିବାବେଳେ ସେ ବର୍ତ୍ତମାନ ବିବାହିତ ଅଛନ୍ତି l ନିଷିଦ୍ଧ ତାଙ୍କ ପରିବାର ସହ ଭୁବନେଶ୍ୱର ରେ ରହୁଥିବା ବେଳେ ଭୁବନେଶ୍ୱର ରେ ଚାକିରୀ ମଧ୍ୟ କରିଛନ୍ତି l

ସୋମାଲିନ ଙ୍କ ବାହାଘର ଧୁମ ଧମକ ରେ ହୋଇଥିବା ବେଳେ ଭଉଣୀ ଜ୍ୟାଙ୍କଲୀନ ତାଙ୍କ ଖୁସିର ମୁହୂର୍ତ୍ତରେ ଦୁଇଗୁଣା ଖୁସି କରିଦେଇଛନ୍ତି l ପ୍ରତିଟି କାର୍ଯ୍ୟକ୍ରମ ରେ ତାଙ୍କ ଭଉଣୀ ଙ୍କ ସହ ରହିଥିବାର ଭିଡ଼ିଓ ରେ ଦେଖା ଯାଇଥିଲା ସୋମାଲୀନ ମଧ୍ୟ ବିବାହ ରେ ଖୁବ ଖୁସି ଥିବା ବେଳେ ସଭିଏଁ ଖୁସି ଅଛନ୍ତି l

ବର୍ତ୍ତମାନ ସୋମାଲିନ ଶାଶୁ ଘରେ ଥାଇ କିଛି ଭିଡ଼ିଓ ଜାରି କରିଥିଲେ ଯାହାକୁ ଦେଖି ସୋସିଆଲ ମିଡିଆରେ ଖୁବ ପସନ୍ଦ କରିବା ସହ ସୋମାଳୀନ ଖୁସିରେ ଅଛନ୍ତି ବୋଲି ଜାଣି ପାରିଥିଲେ ଶୁଭଚିନ୍ତକ ମାନେ l

Leave a Reply

Your email address will not be published. Required fields are marked *