ମନୋରଞ୍ଜନ

Mamita Meher ଘଟଣା ରେ ନୂଆ ମୋଡ଼, CBI ହାତକୁ ଯିବ କେସ? ଗୋବିନ୍ଦ କାନ୍ଦୁଛି ..

ମମିତା ମେହେର ମୃ-ତ୍ୟୁ ଘଟଣାରେ ସମାଜସେବୀ ସୁଭାସିସ ସଦ୍ଧଙ୍ଗୀ ଲାଇଭ ଭିଡିଓ ରେ କହିଛନ୍ତି। ମମିତା ଘଟଣାରେ କିଏ ଏହି ବିଷୟ ଉଠାଉଛି ଯେ ନ୍ୟାୟ କେମିତି ମିଳିବ?ଯଦି ସିଷ୍ଟମ୍ ରେ ସିଧାସଳଖ ପୋଲିସର ଭୂମିକା ମାସେ ଭିତରେ ସ୍ପଷ୍ଟ କରିବେ ତଦନ୍ତ କରିବାକୁ ଚେଷ୍ଟା କରନ୍ତୁ।

ଯଦି ପୋଲିସ ମାସେ ଭିତରେ ତଦନ୍ତ କରିପାରୁ ନାହାଁନ୍ତି ତାହେଲେ ସେ କେଶ୍ ଅଟମାଟିକ୍ କ୍ରାଇମବ୍ରାଞ୍ଚ ପାଖକୁ ଯିବ। କ୍ରାଇମବ୍ରାଞ୍ଚ ଯଦି ୨ ମାସ ଭିତରେ ତଦନ୍ତ କରି ପାରୁ ନାହାନ୍ତି ତାହେଲେ ସ୍ବତନ୍ତ୍ର ବ୍ରାଞ୍ଚ ହେଉ, ଏସ ଆଇ ଟି ହେଉ କି ଜୁଡ଼ିଶିଆରି ହେଉ ବା ତା ଅଧିନକୁ ତଦନ୍ତ ଯିବ।

ଯଦି ସେହି ସିଷ୍ଟମ୍ ରେ କେହି ବି ତଦନ୍ତ କରିପାରୁ ନାହାଁନ୍ତି ତାହେଲେ ନିରପେକ୍ଷ ଭାବେ ସିବିଆଇ ପାଖକୁ ତଦନ୍ତ କରାଯାଉ।ସିଷ୍ଟମ୍ ଯଦି ଠିକ୍ ଥାନ୍ତା ଆଜି କ୍ରାଇମବ୍ରାଞ୍ଚ ହୁଅନ୍ତୁ,କି ସିବିଆଇ ହୁଅନ୍ତୁ,କି ପୋଲିସ ହୁଅନ୍ତୁ ଏମାନେ ଏମିତି କିଛି ବି ହୋଇ ନଥାନ୍ତା।ଯେପରି ବ୍ଲକ ରେ ୩୦୦ ଟି ଉପରକୁ ପୋଲିସ ଷ୍ଟେସନ ଅଛି ସେହିପରି କ୍ରାଇମବ୍ରାଞ୍ଚ୍ , ଓ ସିବିଆଇ ଅଫିସ ଅଛି କି?

ଅଫିସ ଗୋଟିଏ,ଲୋକ ଅଳ୍ପ।ସେ ତଦନ୍ତ କରିବେ କେମିତି?ପୋଲିସ ଷ୍ଟେସନ ରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ପୋଲିସ ରହି କିଛି କରିପାରି ନାହାନ୍ତି।ତାହେଲେ ଏଇ କ୍ରାଇମବ୍ରାଞ୍ଚ ଓ ସିବିଆଇଙ୍କ ପାଖରେ ଅଫିସର ତ ନାହାନ୍ତି।ସୁଭାସିସ ସାଦ୍ଧଙ୍ଗୀ କହୁଛନ୍ତି ସିଷ୍ଟମ୍ ଯଦି ପରିବର୍ତ୍ତନ ହୋଇଯିବ ତାହେଲେ ଠିକ ହୋଇଯିବ।

Leave a Reply

Your email address will not be published. Required fields are marked *