ଅଭିନେତା Mihir Das ଙ୍କ ପାଇଁ Sritam କହିଲେ ଏମିତି କଥା ଯାହା ଆପଣ ଙ୍କୁ ବି ଭାବୁକ କରିଦେବ, ଦେଖନ୍ତୁ video

ବରିଷ୍ଠ ଓଡ଼ିଆ ଅଭିନେତା ମିହିର ଦାସ୍ ଗୁରୁତର ଭାବରେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।କଟକ ସ୍ଥିତ ଅଶ୍ୱିନି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।ତାଙ୍କୁ ଏବେ ଭେନ୍ତେଲେଟର ସପୋର୍ଟ ରେ ରଖାଯାଇଛି।କିଡନୀ ରୋଗରେ ପୀଡିତ ମିହିର ଦାସ୍ ଙ୍କ ଚିକିତ୍ସା କରାଯାଉଛି।

ଦେଢ଼ ମାସ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା।ଏବଂ ସେ ହୃଦଘାତରେ ଶିକାର ମଧ୍ୟ ହୋଇଥିଲେ।ସୁସ୍ଥ ହେବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରା ଯାଉଛି।ଓଲିଉଡ ଜଗତର ବହୁ ଚର୍ଚ୍ଚିତ ଅଭିନେତାର ମିହିର୍ ଦାସ୍ ଙ୍କ ଅସୁସ୍ଥତା କୁ ଓଡ଼ିଆ ଅଭିନେତା ଶ୍ରୀତମ ଦାସ କହିଛନ୍ତି – ମିହିର ଦାସ୍ ଜଲ୍ଦୀ ସୁସ୍ଥ ହୋଇଯାନ୍ତୁ।

ମିହିର ଦାସ୍ ଙ୍କୁ ଦେଖିବାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ।ଅଗଣିତ ଦର୍ଶକ ମାନେ ତାଙ୍କୁ ଘରେ ଘରେ ସମସ୍ତେ ଭଲ ପାଆନ୍ତି। ବହୁତ ଖରାପ୍ ଦେହ ଥିଲା କିନ୍ତୁ କାଲି ଓ ଆଜି ହେବ ସେ ଠିକ ହେବାକୁ ଲାଗିଲେଣି।ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ସମସ୍ତେ ସେ ଯେପରି ବହୁତ ଜଲ୍ଦୀ ସୁସ୍ଥ ହୋଇଯାଆନ୍ତୁ।

ଡାକ୍ତର କହିଲେ ସେ ସୁସ୍ଥ ହେବାକୁ ଲାଗିଲେଣି।ଆଶା ରଖିଛନ୍ତି ଯେ ସେ ଜଲ୍ଦୀ ସୁସ୍ଥ ହୋଇଯିବେ।ଅଶ୍ଵିନୀ ହସ୍ପିଟାଲ୍ ର ଡାକ୍ତରଙ୍କୁ ଧନ୍ୟବାଦ୍ ଜନେଇଛନ୍ତି ଶ୍ରୀତମ ଦାସ।ମିହିର ଦାସ୍ ଖରାପ୍ ଅବସ୍ଥାରେ ଆସିଥିଲେ ତାଙ୍କୁ ଏତେ ଭଲ ଟ୍ରିଟମେଣ୍ଟ କରିଛନ୍ତି।ଡାକ୍ତର ମାନେ ତାଙ୍କର ଚେଷ୍ଟା ଜାରି ରଖିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top