ମନୋରଞ୍ଜନ

ଅଭିନେତ୍ରୀ ଗୁନଗୁନ୍ ଙ୍କୁ swami ଦେଲେ ବଡ଼ surprise, gift ଦେଖି ପାଗଳି ହେଲେ ଗୁନଗୁନ୍

ଯଦି ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ, ତାହେଲେ ଅଭିନେତ୍ରୀ ଗୁନଗୁନ୍‌ ଙ୍କୁ ତ ନିଶ୍ଚୟ ଜାଣିଥିବେ। ଗୁନଗୁନ୍‌ ବହୁ ସମୟ ଧରି ଓଲିଉଡ଼ ଜଗତରେ ଅଭିନୟ କରିଆସୁଛନ୍ତି। ସେ ଅନେକ ଚଳଚ୍ଚିତ୍ର, ଧାରାବାହିକ, ଟିଭି ଶୋରେ ଅଭିନୟ କରିବା ସହ ଷ୍ଟେଜ ଶୋ, ରିଆଲିଟି ଶୋ,ଏଫ୍ ଏମ୍ ରେଡ଼ିଓର ହୋଷ୍ଟ୍ ଭାବେ ଆଙ୍କରିଂ କରିଛନ୍ତି।

ଗୁନଗୁନଙ୍କ ଚଳଚ୍ଚିତ୍ର ମଧ୍ୟରେ “କିଛି ଖଟା କିଛି ମିଠା”,”ସାକ୍ଷୀ ରହିଲା ଏ ସିଂହ ଦ୍ଵାର” ଇତ୍ୟାଦି ଅନ୍ୟତମ। ସେ ଜଣେ ବହୁତ୍ ଭଲ କଳାକାର ଅଟନ୍ତି।ତାଙ୍କ ଅଭିନୟ ବହୁତ୍ ଭଲ ହୋଇଥାଏ।ସେ ତାଙ୍କ ଅଭିନୟ ଦ୍ୱାରା ଲୋକମାନଙ୍କ ଠାରୁ ବହୁତ୍ ଭଲ ପାଇବା ମଧ୍ୟ ପାଇଛନ୍ତି।

ସେ ଅଭିନୟ ଓ ଆଙ୍କରିଂ ଭିତରୁ ଆଙ୍କରିଂ କରିବାକୁ ବେଶି ଭଲ ପାଆନ୍ତି।ଭଲ ଅଭିନୟ କରିଲେ ମଧ୍ୟ ସେ ଜଣେ ଭଲ ମଣିଷ ଅଟନ୍ତି।ଗତ କିଛି ଦିନ ହେବ ତାଙ୍କର ମ୍ୟାରେଜ ହୋଇଥିଲା।ବାହାଘର ପରେ ଏବେ ଗୁନଗୁନ୍‌ ଙ୍କ ଜନ୍ମ ଦିନରେ ତାଙ୍କ ସ୍ବାମୀ ଗୁନଗୁନ୍‌ ଙ୍କୁ ଜବରଦସ୍ତ ସପ୍ରାଇଜ୍ ଦେଇଛନ୍ତି।

ଯାହାକି ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଗୁନଗୁନ୍‌ ଙ୍କ ସ୍ବାମୀ ଗୋଟେ ପାର୍ଟି ଆଯୋଜନ କରିଥିଲେ।ଉଭୟ ମିଶି କେକ୍ କାଟୁଛନ୍ତି।ପରସ୍ପର ୨ ଜଣ ନାଚୁଛନ୍ତି।ପରିବାର ଲୋକଙ୍କ ସହିତ ମିଶି ମଜା ମସ୍ତି କରୁଛନ୍ତି, ବୁଲୁଛନ୍ତି ଓ ହୋଟେଲ୍ କୁ ଯାଇ ଖାଉଛନ୍ତି ।

Leave a Reply

Your email address will not be published. Required fields are marked *