ରାଜ୍ୟ ଖବର

ଅଭିନେତ୍ରୀ kareena kapoor ଅସୁସ୍ଥ, ଅବସ୍ଥା ସଙ୍ଗୀନ ଆପଣ ଜାଣିଲେ ମୁଣ୍ଡ ରେ ଦେବେ ହାତ…

ଆପଣମାନେ ବଲିଉଡ ପ୍ରେମୀ ହୋଇଥିବେ ଯଦି ଅଭିନେତ୍ରୀ କରୀନା କପୂର୍ ଙ୍କୁ ନିଶ୍ଚୟ ଜାଣିଥିବେ।ସେ ତାଙ୍କ ସୁନ୍ଦର ଅଭିନୟ ମାଧ୍ୟମରେ ଲୋକଙ୍କ ମନ କିନିନେଇଛନ୍ତି।ସେ ବିଭିନ୍ନ ପ୍ରକାରର ଫିଲ୍ମ୍ କରିଛନ୍ତି ଯାହାକି ଲୋକମାନଙ୍କୁ ପସନ୍ଦ ଆସିଥାଏ ଏବଂ ସବୁ ସୁପର ହିଟ୍ ମଧ୍ୟ ହୋଇଥାଏ।

କିଛି ଦିନ ତଳେ କରନ୍ ଜୋହର ଗୋଟେ ପାର୍ଟି ତାଙ୍କ ଘରେ ରଖିଥିଲେ ଏବଂ କରିନା ଙ୍କୁ ବି କହିଥିଲେ ପାର୍ଟିରେ ଆସିବ ପାଇଁ।ସେ ପାର୍ଟିରୁ ଫେରିଲା ପରେ କରିନା ଙ୍କ ଦେହ ବହୁତ୍ ଖରାପ୍ ହୋଇଯାଇଛି।ଚେକ୍ ଅପ୍ କରିଲା ପରେ ଜଣା ପଡିଲା କି ତାଙ୍କୁ କରୋନା ହୋଇଛି।ସେ ଏବଂ ତାଙ୍କ ପିଲାଙ୍କୁ ଏବେ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି।

କରିଶ୍ମା କପୁର ମଧ୍ୟ ଭଉଣୀ ଙ୍କ ଦେହ ଖରାପ୍ କଥା ଶୁଣି କହିଛନ୍ତି କି ସମସ୍ତେ ଠାକୁରଙ୍କୁ ପ୍ରାର୍ଥନା କରନ୍ତୁ କି କରୀନା ବହୁତ୍ ଶୀଘ୍ର ଭଲ ହୋଇଯାଆନ୍ତୁ।ଲୋକମାନଙ୍କୁ ଅଭିନେତ୍ରୀ ଏହିପରି ଭାବରେ କହିଛନ୍ତି। କରିନ ତାଙ୍କ ନିଜ ଘରେ ଅଛନ୍ତି।ତାଙ୍କୁ ଏମିତି ଏକା ରହିବାକୁ ଭଲ ଲାଗୁ ନାହିଁ।

 

ସେ କାହା ସହିତ କଥା ବି ହେଉନାହାନ୍ତି।ସେ ଯଥାଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ତାଙ୍କ ଭଉଣୀ ଅଭିନେତ୍ରୀ କରିସ୍ମା କହିଛନ୍ତି।ସେ ଚୁପ୍ ଚାପ୍ ବସିଛନ୍ତି।ତାଙ୍କୁ କିଛି ଭଲ ଲାଗୁ ନାହିଁ।ସେ ଏକା ରହୁଛନ୍ତି ବହୁତ୍ ମୁଣ୍ଡରେ ଅନ୍ୟାନ୍ୟ କଥା ଭାବି ଚିନ୍ତାରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *