ଭାତ ଟେ ହେବ , ଡାଲି ଟେ ହେବ କରିଲେ ରୋଷେଇ Parmila ମାଉସୀ, tapaswini ଙ୍କ ସାହାଯ୍ୟ କଲେ ଜନତା…

ସୁମିତ ଓ ତପସ୍ୱିନୀ ମାମଲା ଏବେ ବି ସୁଧୁରିବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି।ବିବାଦ ଏଯାଏଁ ବି ତୁଟି ନାହିଁ।ବ୍ରହ୍ମପୁରରେ ପୁଣି ତପଶ୍ଵନି ଶାଶୁଘର ସାମ୍ନାରେ ଧାରଣ ରେ ବସିଛନ୍ତି।ନ୍ୟାୟ ନ ମିଳିଲା ଯାଏଁ ଧାରଣ ଜାରି ରହିବ ବୋଲି ତପଶ୍ୱନି କହିଛନ୍ତି।

ତପଶ୍ଵନି କହିଛନ୍ତି କୋର୍ଟରେ ଅର୍ଡର୍ ନ ହେଲା ଯାଏଁ ସେ ସୁମିତ ଙ୍କ ଘର ସାମ୍ନାରେ ରହିବେ।ସେଇଠି ହିଁ ବସିବେ,ଖାଇବେ ଓ ଶୋଇବେ। ଆସ୍କା ଆଇଆଇସି ଙ୍କୁ ଲିଖିତ ଭାବରେ ତପଶ୍ଵନି ଜଣେଇଛନ୍ତି।କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କିଛି କାର୍ଯ୍ୟ କରିବେ କି ନାହିଁ ଜଣେଇନାହାନ୍ତି।

ପ୍ରମିଳା ମା କହିଥିଲେ ଅସଂଖ୍ୟ ନାରୀମାନେ ବର୍ତ୍ତମାନ ସହଯୋଗ କରିଛନ୍ତି ମୋ ଝିଅ ତପଶ୍ଵନି ଙ୍କୁ ।ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ସେହି ସ୍ଵର ଉତ୍ତୋଳନ କରି ସହଯୋଗ କରନ୍ତୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି।କିନ୍ତୁ ଏବେ ତପଶ୍ଵନି ଶାଶୁଘର ସାମ୍ନାରେ ରୋଷେଇ କରୁଛନ୍ତି।

ଏତେ ଶୀତରେ ତପଶ୍ୱନି ଓ ପ୍ରମିଳା ମା ସୁମିତ ଙ୍କ ଘର ସାମନାରେ ବସି ଚୁଲି ରେ ରୋଷେଇ କରୁଛନ୍ତି।ଲୋକମାନେ ମଧ୍ୟ ଦେଖିବା ପାଇଁ ଭିଡ ଜମେଇ ଛନ୍ତି।ଲୋକମାନେ ମଧ୍ୟ ସାହାଯ୍ୟ କରୁଛନ୍ତି। ତପଶ୍ୱନି ଭାତ,ଡାଲମା ରୋଷେଇ କରୁଛନ୍ତି।୨ ଜଣ ଲଢେ଼ଇ ଜାରି ରଖିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top