ମାନବପ୍ରେମୀ ଆଦିତ୍ୟ ଦାଶ ଯିଏକି ଜଣେ ହୃଦୟରୁ ଏବଂ ସମାଜର ଆଖି ଆଗରେ ଜଣେ ଭଲ ସ୍ବେତ୍ସାସେବୀ ଥିଲେ l ସବୁବେଳେ ଭଲ ଭଲ କାମ କରି ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ l
ଦୁଖୀ ଦରିଦ୍ର ଅସହାୟ ମାନଙ୍କ ସାହାରା ସାଜିଥିଲେ ଆଦିତ୍ୟ l ମାତ୍ର ତାଙ୍କର ଆକସ୍ମିକ ମୃ-ତ୍ୟୁ ରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ସମସ୍ତେ ଶୋକ ପ୍ରକାଶ କରିଥିଲେ l
ଆଦିତ୍ୟଙ୍କ ମୃ-ତ୍ୟୁ ର ମାତ୍ର କିଛିଦିନ ପୂର୍ବେ ହିଁ ତାଙ୍କର ବିବାହ ବିଦ୍ୟାଶ୍ରୀ ଙ୍କ ସହ ସୁ ସମ୍ପର୍ଣ ହୋଇଥିଲା ଦୁହେଁ ମଧ୍ୟ ଖୁସିରେ ଜୀବନ ଯାପନ କରୁଥିଲେ l ମାତ୍ର ଦୁଇ ମାସ ପରେ ତାଙ୍କ ମୃ-ତ୍ୟୁ ହୋଇଥିଲା l
ଆଦିତ୍ୟ ଏକ ଅନାଥ ଆଶ୍ରମ ଚଲୋଉଥିବା ବେଳେ 35 ଜଣଙ୍କ ଖାଇବା ପିଇବାଠୁ ଆରମ୍ଭ କରି ସମସ୍ତ କଥା ବୁଝୁଥିଲେ l ଆଦିତ୍ୟ ଙ୍କ ମୃ-ତ୍ୟୁ ଆ-ତ୍ମ-ହ-ତ୍ୟା ବୋଲି ପୋଲିସ ଏବଂ ଅନ୍ୟାନ୍ୟ ସୂତ୍ରରୁ ପ୍ରମାଣ ହୋଇଥିଲା l
କିନ୍ତୁ ପରିବାର ଲୋକେ ତାଙ୍କ ଆତ୍ମୀୟସ୍ୱଜନ ମଧ୍ୟ ଏହାକୁ ସତ୍ୟ ବୋଲି ଭାବୁ ନାହାନ୍ତି l ଏବଂ ତାଙ୍କ ମୃ-ତ୍ୟୁ ର କୌଣସି ବି ଲକ୍ଷଣ ଆ-ତ୍ମ-ହ-ତ୍ୟା ନୁହେଁ ବୋଲି ଦାବି କରିଛନ୍ତି ମା
https://youtu.be/ZuOG2ZvtsCA
ତାଙ୍କ ମୃ-ତ୍ୟୁ ପଛର ମୂଳ କାରଣ ଧରିବାରେ ଅସମର୍ଥ ହୋଇଛି ପୋଲିସ ସେଥିପାଇଁ ଏକ ସମିଳନୀ ରେ ଓଡିଶା ପୋଲିସ କୁ ତୀବ୍ର ନିନ୍ଦା କରିଛନ୍ତି ଆଦିତ୍ୟଙ୍କ ମା l ଏବେ ପର୍ଯ୍ୟନ୍ତ ଆଖିରୁ ଶୁଖିନି ଲୁହ ଏବଂ ଆଜିବି ମଧ୍ୟ ଆଶା ବାନ୍ଧି ବସିଛନ୍ତି କେବେ ତାଙ୍କ ପୁଅକୁ ନ୍ୟାୟ ମିଳିବ l