Odisa police କୁ ତୀବ୍ର ନିନ୍ଦା କଲେ ମାନବପ୍ରେମୀ ଆଦିତ୍ୟ ଦାଶ ଙ୍କ ମା ଆଜିଯାଏଁ ମିଳିଲାନି ନ୍ୟାୟ ସବୁ ରାଜ ପ୍ରକାଶ କଲେ ଆଦିତ୍ୟ ଙ୍କ ମା ଦେଖନ୍ତୁ

ମାନବପ୍ରେମୀ ଆଦିତ୍ୟ ଦାଶ ଯିଏକି ଜଣେ ହୃଦୟରୁ ଏବଂ ସମାଜର ଆଖି ଆଗରେ ଜଣେ ଭଲ ସ୍ବେତ୍ସାସେବୀ ଥିଲେ l ସବୁବେଳେ ଭଲ ଭଲ କାମ କରି ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ l

ଦୁଖୀ ଦରିଦ୍ର ଅସହାୟ ମାନଙ୍କ ସାହାରା ସାଜିଥିଲେ ଆଦିତ୍ୟ l ମାତ୍ର ତାଙ୍କର ଆକସ୍ମିକ ମୃ-ତ୍ୟୁ ରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ସମସ୍ତେ ଶୋକ ପ୍ରକାଶ କରିଥିଲେ l

ଆଦିତ୍ୟଙ୍କ ମୃ-ତ୍ୟୁ ର ମାତ୍ର କିଛିଦିନ ପୂର୍ବେ ହିଁ ତାଙ୍କର ବିବାହ ବିଦ୍ୟାଶ୍ରୀ ଙ୍କ ସହ ସୁ ସମ୍ପର୍ଣ ହୋଇଥିଲା ଦୁହେଁ ମଧ୍ୟ ଖୁସିରେ ଜୀବନ ଯାପନ କରୁଥିଲେ l ମାତ୍ର ଦୁଇ ମାସ ପରେ ତାଙ୍କ ମୃ-ତ୍ୟୁ ହୋଇଥିଲା l

ଆଦିତ୍ୟ ଏକ ଅନାଥ ଆଶ୍ରମ ଚଲୋଉଥିବା ବେଳେ 35 ଜଣଙ୍କ ଖାଇବା ପିଇବାଠୁ ଆରମ୍ଭ କରି ସମସ୍ତ କଥା ବୁଝୁଥିଲେ l ଆଦିତ୍ୟ ଙ୍କ ମୃ-ତ୍ୟୁ ଆ-ତ୍ମ-ହ-ତ୍ୟା ବୋଲି ପୋଲିସ ଏବଂ ଅନ୍ୟାନ୍ୟ ସୂତ୍ରରୁ ପ୍ରମାଣ ହୋଇଥିଲା l

କିନ୍ତୁ ପରିବାର ଲୋକେ ତାଙ୍କ ଆତ୍ମୀୟସ୍ୱଜନ ମଧ୍ୟ ଏହାକୁ ସତ୍ୟ ବୋଲି ଭାବୁ ନାହାନ୍ତି l ଏବଂ ତାଙ୍କ ମୃ-ତ୍ୟୁ ର କୌଣସି ବି ଲକ୍ଷଣ ଆ-ତ୍ମ-ହ-ତ୍ୟା ନୁହେଁ ବୋଲି ଦାବି କରିଛନ୍ତି ମା

https://youtu.be/ZuOG2ZvtsCA

ତାଙ୍କ ମୃ-ତ୍ୟୁ ପଛର ମୂଳ କାରଣ ଧରିବାରେ ଅସମର୍ଥ ହୋଇଛି ପୋଲିସ ସେଥିପାଇଁ ଏକ ସମିଳନୀ ରେ ଓଡିଶା ପୋଲିସ କୁ ତୀବ୍ର ନିନ୍ଦା କରିଛନ୍ତି ଆଦିତ୍ୟଙ୍କ ମା l ଏବେ ପର୍ଯ୍ୟନ୍ତ ଆଖିରୁ ଶୁଖିନି ଲୁହ ଏବଂ ଆଜିବି ମଧ୍ୟ ଆଶା ବାନ୍ଧି ବସିଛନ୍ତି କେବେ ତାଙ୍କ ପୁଅକୁ ନ୍ୟାୟ ମିଳିବ l

Leave a Comment

Your email address will not be published. Required fields are marked *

Scroll to Top