Tapaswini-Sumit ମାମଲାରେ ସାଙ୍ଘାତିକ ମୋଡ ତପସ୍ଵିନୀ ଆଣିଲେ ସୁମିତ ଙ୍କ ନାଁ ରେ ଭୟଙ୍କର ଅଭିଯୋଗ ଦେଖନ୍ତୁ ସମ୍ପୂର୍ଣ ଭିଡିଓ କଣ କହିଲେ ତପସ୍ଵିନୀ

ତପଶ୍ୱନି କହିଛନ୍ତି ସେ ସୁମିତ ଙ୍କୁ ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି।ଏପର୍ଯ୍ୟନ୍ତ ତାଙ୍କୁ କୋୖଣସି ସୂଚନା ମିଳିନାହିଁ। ତପଶ୍ୱନି ବାହାରୁ ସୂଚନା ପାଇଛନ୍ତି କି ସୂମିତଙ୍କ ଘର ଲୋକ ମଧ୍ୟ ଘରେ ନାହାନ୍ତି।

ତପଶ୍ୱନି କୋର୍ଟ ଯିବେ ତାଙ୍କ ଓକିଲ ଡାକିଛନ୍ତି।କିଛି ପଦକ୍ଷେପ ନେବେ ବୋଲି ତପଶ୍ଵନି କହିଛନ୍ତି।ସୁମିତ୍ ଙ୍କ ଓକିଲ କହିଥିଲେ ସେ ଘର ଖୋଜିବାକୁ ଯାଇଛନ୍ତି।

ତପଶ୍ୱନି ସନ୍ଦେହରେ ଅଛନ୍ତି ଯଦି ଘର ଖୋଜିବାକୁ ଯାଇଛନ୍ତି।କିନ୍ତୁ ଓକିଲ ଯେବେ ଏହି କଥା କହିଲେ ତପଶ୍ଵନି ବୁଝି ଯାଇଥିଲେ।ଏବଂ ନିଜକୁ ବୁଝେଇଲେ ଯେ ସେ ଫେରାର ହୋଇଯାଇଛନ୍ତି।ସୁମିତ ଙ୍କ ର ଛୁଟି ପୂରୁଛି।କିନ୍ତୁ ଜଣା ପଡ଼ିବ କାଲି ସେ ଆସିବେ କି ନାହିଁ।

ଯଦି କାଲି ବି ସୁମିତ ନ ଆସିବେ ତାହେଲେ ସେ କେମିତି ତାଙ୍କ କର୍ତ୍ତବ୍ୟ ବା ଦାୟିତ୍ଵ ବହନ କରନ୍ତି ଜଣା ପଡ଼ିଯିବ।ନିଜ ସ୍ତ୍ରୀ କୁ ଛାଡ଼ିକି ସେ ବହୁତ ଭୁଲ୍ କାମ କରିଛନ୍ତି

ଏବଂ ଏହା ପାଇଁ ନ୍ୟାୟାଳୟ ନିଶ୍ଚୟ ପଦକ୍ଷେପ ନେବେ।ପ୍ରଥମ ଦିନ ସୁମିତ ଯେତେବେଳେ ଯାଇ ସ୍କୁଟିରେ ବସି ପଳେଇଗଲେ ତପଶ୍ଵନି ଥାନା ଅଧିକାରୀଙ୍କୁ ଜଣେଇ ଥିଲେ।

ଏବଂ ଥାନା ଅଧିକାରୀ ମନା କରିଦେଇଥିଲେ ଆମେ କିଛି କରିପାରିବୁନାହିଁ।ଆଇଆଇସି ସାରଙ୍କୁ କାନ୍ଦି କାନ୍ଦି ତପସ୍ୱିନୀ କହିଥିଲେ

https://youtu.be/_rye9vctrXk

 

କିନ୍ତୁ ସେ କହିଥିଲେ ଅର୍ଡର୍ ରେ କୋଉଠି ଲେଖିଯାଇଛି ତୁମେ ସ୍ବାମୀଙ୍କ ସହିତ ମିଶିକି ରହିବ ବୋଲି। ଏବଂ କହିଥିଲେ ଆମକୁ ଅର୍ଡର୍ ନ ମିଳିଲା ଯାଏଁ କୌଣସି କାମ କରିବୁ ନାହିଁ।

Leave a Comment

Your email address will not be published. Required fields are marked *

Scroll to Top